Daily Archives

ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ : ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨କୁ ପ୍ରଗତି ମଇଦାନରେ ମଇ ୨୭ ତାରିଖରେ ଉଦଘାଟନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ - ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ କୁ ୨୭ ମଇ ୨୦୨୨ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ,
Read More...

ଅସୀମିତ ଦେୟତା ପାଇଁ ତୃତୀୟ ପକ୍ଷ ବୀମା ନିମନ୍ତେ ମୂଳ ପ୍ରିମିୟମ୍ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣର ପରାମର୍ଶ କ୍ରମେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ତୃତୀୟ ପକ୍ଷ ବୀମା ମୂଳ ପ୍ରିମିୟମ୍ ଏବଂ ଦେୟତା) ନିୟମାବଳୀ, ୨୦୨୨ର ବିଜ୍ଞପ୍ତି ଜାରି କରାଯାଇଛି । ୨୫ ମେ ୨୦୨୨ରେ ଜାରି
Read More...

ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର ହେବ । ଏଥିପାଇଁ ଓଡିଶା ବିଜ୍ଞାନ ଏକାଡେମୀ ସହ "ମୋ ସ୍କୁଲ ଅଭିଯାନ" ମିଳିତ ଭାବରେ କାର୍ଯ୍ୟ କରିବ । ଏଥି ସହିତ ୧୦୭୬ଟି ରୂପାନ୍ତରିତ ହାଇସ୍କୁଲରେ କମ୍ପ୍ୟୁଟର କୋଡିଙ୍ଗ୍ ଶିକ୍ଷା ପ୍ରଦାନ କରାଯିବ ।
Read More...

ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି ଓଡିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଗତକାଲି ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ କହିଲେ ଯେ, ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି । ୨୦୦୫ରୁ
Read More...

ନିଶାସକ୍ତ ଅବସ୍ଥାରେ ତଥା ରଙ୍ଗ୍ ରୁଟ୍‌ରେ ଗାଡି ଚାଳନା କରୁଥିବା ୧୨୨ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚଢଉ କରାଯାଉଛି । ଗତ ରାତିରେ ଚଢଉ ସମୟରେ ନିଶାସକ୍ତ ଅବସ୍ଥାରେ ତଥା ରଙ୍ଗ୍ ରୁଟ୍‌ରେ ଗାଡି ଚାଳନା କରୁଥିବା ୧୨୨ ଜଣ ଚାଳକଙ୍କଠାରୁ
Read More...

ନନ୍ଦନକାନନ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନରେ ନୂତନ ଭାବେ ନିର୍ମିତ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧାର ଶୁଭ ଉଦ୍‌ଘାଟନ କରିବେ । ନନ୍ଦନକାନନକୁ ଆସୁଥିବା ପର୍ୟ୍ୟଟକମାନଙ୍କ ଗାଡି ପାର୍କିଙ୍ଗ୍ ନିମନ୍ତେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି ।
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମୋ ସରକାର ସମ୍ପର୍କରେ ସମୀକ୍ଷା କରି ଅଧିକାରୀମାନଙ୍କୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ମୋ ସରକାରରେ ସାମିଲ ହୋଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ
Read More...

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କିଲଟରୀ ସ୍ଥିତ ନୂତନ ସଭା ଗୃହରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଓ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏ.ଆର୍‌. କ୍ରମର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ସ୍ୱଂୟ ସହାୟକ ଦଳଗୁଡିକର ପ୍ରାୟ ୧୦୦
Read More...

ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

କ୍ଲିନିକଗୁଡିକର ସ୍ଥିତି ଓ କାର୍ଯ୍ୟକାରିତାକୁ ବ୍ୟବସ୍ଥିତ କରିବା ନିମନ୍ତେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଅଚାନକ ଚଢ଼ାଉ ଉପରେ ଅଧ୍ୟକ୍ଷାଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷଠାରେ ଲିଙ୍ଗ ନିରୂପଣ ନିଷେଧ
Read More...