Daily Archives

କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତା ନିକଟରେ ଜେସିବି ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୫ ଯାତ୍ରୀ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଜେସିବି ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୫ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିବା ଜଣାପଡିଛି
Read More...

ବଦଳିଲେ ୨ ଆଇଏଏସ୍‌ ଅଫିସର : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ବଦଳିଛନ୍ତି ୨ ଆଇଏଏସ୍‌ ଅଫିସର ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ମଧ୍ୟ ଓଡ଼ିଶା ଉଚ୍ଚ
Read More...

ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଆ ଅଭିନେତା ବିରାଜ ଦାଶ( ୬୩)ଙ୍କର ପରଲୋକ ଘଟିଥିବା ଜଣାପଡିଛି । ତେବେ ସେ କର୍କଟ ରୋଗରେ ପୀଡିତ ହୋଇ ୪ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି ।
Read More...

ଗଛମୂଳେ ପାଠପଢା ଘଟଣା, ସମସ୍ୟାର ସାମାଧାନ କେବେ ?

ପାଟଣାଗଡ ଉପଜିଲ୍ଲାପାଳ ଦୃଷ୍ଟି ଦେବେ କି ?ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାରେ ଅଧିକାରୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ଅଚଂଳ ବେଲପଡା ବ୍ଲକରେ ଆଜି ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ଦେଖିବାକୁ ମିଳୁଛି । ଛାତ୍ର ଛାତ୍ରୀମାନଙ୍କ ପାଇଁ ସ୍କୁଳ ଗୃହ ଟିଏ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଝର୍‌ନି ଓ ଠେମରା ହାଇସ୍କୁଲକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝର୍‌ନି ଓ ବଙ୍ଗୋମୁଣ୍ଡା ବ୍ଲକର ଠେମରା ହାଇସ୍କୁଲକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ପରିଦର୍ଶନ କରି ୫ଟି ଏଚ୍‌ଏସ୍ଟି ଅଧୀନରେ ସ୍କୁଲରେ ଚାଲୁଥିବା କାର୍ଯ୍ୟର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ମିଶନ ଖେଳ ପଡିଆ ନିକଟରୁ ଭୁଜାଳି ସହ ଯୁବକଙ୍କୁ କାବୁ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିଶନ ଖେଳ ପଡିଆ ନିକଟରୁ ଏକ ଭୁଜାଳି ସହ ଜଣେ ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବକ ଜଣକ ଭୁଜାଳି ଧରି ସହରରେ ବୁଲାବୁଲି କରୁଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଯୁବକକୁ ମିଶନ ଖେଳ
Read More...

ଡିସ୍‌କମ୍‌ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା

• ୧୮ମେ ୨୦୨୨ ସୁଦ୍ଧା ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନକୋ ଗୁଡିକୁ ବିଦ୍ୟୁତ୍ କ୍ରୟ ବାବଦରେ ୧,୦୦,୦୧୮ କୋଟି ଟଙ୍କା ଦେଇନାହାନ୍ତି• ଏହି ବକେୟା ଅର୍ଥ ପରିଶୋଧ କରିବାକୁ ଡିସ୍‌କମ୍‌ଗୁଡିକୁ ୪୮ଟି ମାସିକିଆ କିସ୍ତି ପ୍ରଦାନ ପାଇଁ ଅନୁମତି ମିଳିପାରେ• ଏହାଫଳରେ
Read More...

ଭୁବନେଶ୍ୱରଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ, ଆୟୋଜନ କରିବ କୋଇଲା ମନ୍ତ୍ରଣାଳୟ

● କାର୍ଯ୍ୟକ୍ରମରେ ଯୋଗ ଦେବେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ● ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର, କୋଇଲା ବାଷ୍ପୀକରଣ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ଭୁବନେଶ୍ୱର, (ପିଆଇବି) : କୋଇଲା ମନ୍ତ୍ରଣାଳୟ
Read More...

ସାଧାରଣ ବଂଟନ ବ୍ୟବସ୍ଥା କ୍ଷେତ୍ରରେ ସରକାରୀ ସହାୟତା ବୃଦ୍ଧି : ପିଡିଏସ୍ ଡିଲର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶିରେ…

କେନ୍ଦ୍ର ସରକାର ଆନ୍ତଃ - ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ୍ ଦୋକାନୀ ମାନଙ୍କର ଦେୟକୁ ମେଂଟାଇବା ପାଇଁ ବ୍ୟୟ ବାବଦରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଦିଆଯାଉଥିବା ସହାୟତା ରାଶିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ସଂଶୋଧନ କରିଛନ୍ତି
Read More...