Daily Archives

ଥୋମାସ ଏବଂ ଉବର କପ୍‌ର ଭାରତୀୟ ବ୍ୟାଡମିଣ୍ଟନ ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ମୂଳ ପାଠ

ନୂଆଦିଲ୍ଲୀ, (ପିଆଇବି) ପ୍ରଧାନମନ୍ତ୍ରୀ ଜୀ : ହଁ ଶ୍ରୀକାନ୍ତ କୁହ!ଶ୍ରୀକାନ୍ତ : ସାର, ସର୍ବପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ମଧ୍ୟରୁ ସମୟ ବାହାର କରି ଆମ ମ୍ୟାଚ ସରିବା ପରେ ସଙ୍ଗେ ସଙ୍ଗେ ଆପଣ କଲ କରି ଆମ ସମସ୍ତଙ୍କ ସହ କଥା ହେଲେ ସେଥିପାଇଁ
Read More...

ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ

‘ଆଭା’ ମୋବାଇଲ ଆପ୍ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ପରିଚାଳନା କରାଯିବା ଘେନି ସୂଚନା ଦେଲେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନୂଆଦିଲ୍ଲୀ, (ପିଆଇବି) : ଆଭା ମୋବାଇଲ ଆପ୍‌ରେ ନୂଆ ଇଣ୍ଟରଫେସ ଓ ଅନ୍ୟାନ୍ୟ ସୁବିଧା ରହିଛି ଏବଂ ବ୍ୟବହାରକାରୀ
Read More...

କ୍ୱାଡ୍ ନେତୃବର୍ଗଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜାପାନର ଟୋକିଓ ଠାରେ ଆୟୋଜିତ ଦ୍ୱିତୀୟ କ୍ୱାଡ୍ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି
Read More...

ସଡକ ସୁରକ୍ଷା ସମ୍ପର୍କରେ ଶିକ୍ଷାଦାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଡକ ସୁରକ୍ଷା ସମ୍ପର୍କରେ ଜାଣିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ । ତେଣୁ ଗତକାଲି ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ମନୋହରପୁର ଉଚ୍ଚ ବିଦ୍ୟାଳୟଠାରେ ଅଗ୍ନିଶମ ବିଭାଗ ଓ ଟ୍ରାଫିକ ନିୟନ୍ତ୍ରଣ ଅଧିକାରୀଙ୍କ ମିଳିତ ସହଯୋଗରେ ସଡକ ସୁରକ୍ଷା ସମ୍ପର୍କରେ ସ୍କୁଲ
Read More...

ସୁନାମଧନ୍ୟ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟା ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ…

ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ଉପଦେଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଗତକାଲି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ
Read More...

ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ଅଭିଯୋଗ
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଛତ୍ରପୁର ଠାକୁରଣୀଯାତ୍ରା ସରଗରମ ହୋଇଉଠିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାସବ୍ୟାପୀ ପାଳିତ ହୋଇଆସୁଥିବା ଐତିହାସିକ ଛତ୍ରପୁରର ଠାକୁରାଣୀ ଯାତ୍ରାର ୧୭ତମ ଘଟଯାତ୍ରା ଅବସରରେ ଶଙ୍କର ମଠ ସାହିକୁ ମାଆଙ୍କ ଆଗମନ ହୋଇଛି । ଲୀଳାମୟୀ କରୁଣାମୟୀ ମା' ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ଦିନକୁଦିନ ଖୁବ ସରଗରମ ହୋଇଉଠିଛି ।
Read More...

ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଏହି ନିର୍ମାଣ କାର୍ଯ୍ୟ ଗୁଡିକ ହେଲା ୨.୨ କିଲୋମିଟରର ପିଡବ୍ଲ୍ୟୁଡି ବାଇପାସ୍
Read More...

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କ'ଣ
Read More...

ଶରଣକୁଳ ଲଡୁବାବାଙ୍କର ଭଉଁରୀ ଚାପଖେଳରେ ଅଘଟଣ : ଓଲଟିଲା ଡଙ୍ଗା, ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୟାଗଡ ଜିଲ୍ଲା ଶରଣକୁଳ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କର ଉତ୍କଳ ଭଉଁରୀରେ ଚାପ ଖେଳିଲା ବେଳେ କାଠଡଙ୍ଗା ଫାଟକଣାରେ ପାଣି ପଶି ଓଲଟିଲା ଡଙ୍ଗା । ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ । ଦିଅଁଙ୍କ ଭଉଁରୀ ଖେଳ ବେଳେ ଗତ
Read More...