Daily Archives

ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ପୁରସ୍କାର" ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଯୁବ ସମାଜସେବୀଙ୍କ ଦହି ସରବତ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଯୁବ ସମାଜ ସେବୀ ରଶ୍ମି ରଞ୍ଜନ ପ୍ରହରାଜ ଖରା ସମୟରେ ଲୋକଙ୍କ ପାଇଁ ଦହି ସରବତ ବଣ୍ଟନ କରିଥିଲେ । ପ୍ରତିବର୍ଷ ବିଭିନ୍ନ ସମୟରେ ବିଭିନ୍ନ ସମାଜସେବାରେ ନିଜକୁ ସାମିଲ୍ କଲେ ଆତ୍ମତୃପ୍ତି ମିଳେ ବୋଲି ଶ୍ରୀ ପ୍ରହରାଜ କହିଛନ୍ତି ।
Read More...

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ସୁସ୍ଥ ବଜ୍ରକାପ୍ତା କୁ ନନ୍ଦନକାନନ ପଠାଯିବ ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ଅଧିନ କେରାଣ୍ଡି ଖୁଣ୍ଟିଠାରେ ଗତ ଶନିବାର ରାତିରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାରଙ୍କୁ
Read More...

କର୍ଣ୍ଣାଟକରେ ସଡକ ଦୁର୍ଘଟଣା : ୮ ମୃତ, ୨୮ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଗତକାଲି ପୁନେ-ବେଙ୍ଗାଲୁରୁ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ହୁବଲି କିମ୍ସି
Read More...

କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ସେନାପତି, ବିଶିଷ୍ଟ ମାକ୍ସବଦୀ ତତ୍ୱବିତ୍, ପୂର୍ବତନ ଲୋକସଭା ସଭ୍ୟ ଓ ସିପିଆଇଏମ୍‌ର ପୁର୍ବତନ ରାଜ୍ୟ ସମ୍ପାଦକ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସିପିଆଇଏମ୍‌ କଳାହାଣ୍ଡି ଜିଲ୍ଲା କମିଟି
Read More...

ବାଗଦୋର ଗ୍ରାମ ପଞ୍ଚାୟତରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ବାଗଦୋର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଓ ସମ୍ବଲପୁର ନେତ୍ରାଳୟର ମିଳିତ ଉଦ୍ୟମରେ ଆଜି ୬୯ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪୧ ଜଣଙ୍କୁ ଚିହ୍ନଟ କରି ତାଙ୍କୁ
Read More...

ପ୍ରେମିକଙ୍କୁ ପିଟି ପିଟି ମାରିଦେଲା ପ୍ରେମିକା

ନୋଏଡା : ୟୁପିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଭାଇମାନଙ୍କ ସହିତ ମାଡ଼ ମାରିଥିଲେ । ଏହା ବ୍ୟତୀତ, ଏହି ପ୍ରେମିକା ଜଣକ ତାଙ୍କ ପ୍ରେମିକଙ୍କୁ ଜବରଦସ୍ତ ସଲଫାସ୍
Read More...

ରାନ୍ଧିବା ତେଲ ଶୀଘ୍ର ଶସ୍ତା ହେବ, ସରକାର ଦୁଇ ବର୍ଷ ପାଇଁ ଟ୍ୟାକ୍ସମୁକ୍ତ ଆମଦାନୀକୁ ଅନୁମତି ଦେବେ

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ପରେ ସରକାର ଖାଇବା ତେଲ ଉପରେ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ଆସନ୍ତା ଦିନରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବାର୍ଷିକ ୨୦ ନିୟୁତ ଟନ୍ ଅଶୋଧିତ ସୋୟାବିନ୍ ଏବଂ
Read More...

କ୍ୱାଡ଼ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଉଦ୍‌ଘାଟନୀ ଭାଷଣ

ନୂଆଦିଲ୍ଲୀ, (ପିଆଇବି) :ମହାନୁଭବ ଗଣ,ପ୍ରଧାନମନ୍ତ୍ରୀ କୋଶିଦା, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲଭେନିଜ୍ ଏବଂ ରାଷ୍ଟ୍ରପତି ବାଇଡେନ । ପ୍ରଧାନମନ୍ତ୍ରୀ କୋଶିଦା, ଆପଣଙ୍କ ଦ୍ୱାରା ପ୍ରଦତ୍ତ ଭବ୍ୟ ଆତିଥ୍ୟ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆଜି ଟୋକିଓରେ ବନ୍ଧୁ ରାଷ୍ଟ୍ରମାନଙ୍କ ଗହଣରେ
Read More...