Daily Archives

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କୁନି ଛାତ୍ରର କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲାର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୨ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗୀତା ଆୟୋଜିତ ହେଇଯାଇଛି। ଖେଳ ଶିକ୍ଷକ ସୌରଭ ପ୍ରଧାନ ଙ୍କ ତତ୍ତ୍ଵାବଧନରେ ଅଣ୍ଡର ୧୪ ରେ ବିଷ୍ଣୁ ଦତ୍ତ ସ୍ୱାଇଁ ଆସନ୍ତା ତା.
Read More...

ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ହଟକଟ ଗ୍ରାମରେ ପଞ୍ଚାୟତସ୍ତରୀୟ ମଡ୍ୟୁଲ ତାଲିମ ଶିବିର ଅନୁଷ୍ଠିତ

ପାଟଣାଗଡ଼, ( ଗୋରେଖନାଥ ବରିହା) : ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ହଟକଟ ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ପଞ୍ଚାୟତସ୍ତରୀୟ ମଡ୍ୟୁଲ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ସୁକଦେବ ଦାସ
Read More...

ପ୍ରଭାତ ସିଡ କମ୍ପାନୀର ସୁପରକଟ କପାମଞ୍ଜି ବ୍ୟବହାର କରିବାକୁ ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା…

ପାଟଣାଗଡ଼ (ଗୋରେଖନାଥ ବରିହା) ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରିସାରିଥିବା ବେଳେ ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର
Read More...

ବିହାରରେ ଟ୍ରକ୍‌ ଓଲଟି ୮ ମୃତ

ପାଟନା : ବିହାରର ପୁର୍ନିଆ ଜିଲ୍ଲାରେ ଗତକାଲି ଏକ ମାଲ ବୋଝେଇ ଟ୍ରକ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଟ୍ରକ୍‌ଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଲାଲ୍‌ଗଡ ଥାନା ଅଧୀନସ୍ଥ କାଳି ମନ୍ଦିର ନିକଟରେ ସିଲିଗୁଡି-ଦିଲ୍ଲୀ ୪ ଥାକିଆ ରାଜପଥରେ ଗତକାଲି ଭୋର୍‌
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ଧର୍ମ ପରାୟଣା ମହିଳା ଭାଗ୍ୟବତୀ ମିଶ୍ର(୮୨)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ଶିକ୍ଷକ ନେତା ଭବାନୀ ଶଙ୍କର ମିଶ୍ରଙ୍କ ମାତା ଭାଗ୍ୟବତୀ ଜଣେ ମିଷ୍ଟଭାଷୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ
Read More...

ଖାଇବା ଖାଦ୍ୟରୁ ମିଳିଲା ମଲା ଝିଟିପିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାଇବା ଖାଦ୍ୟରୁ ମିଳିଲା ମଲା ଝିଟିପିଟି । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ । ସୂଚନା ଅନୁସାରେ ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରାବାସରେ ଖାଇବା ଖାଦ୍ୟରେ ମିଳିଲା ମଲା
Read More...

ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ବାଲୁକା କଳାରେ ସଚେତନତା ବାର୍ତ୍ତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ସିଜୋଫ୍ରେନିଆ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି 'କନେକ୍ଟିଂ ୱିଥ୍‌ ହୋପ୍‌' । ଅର୍ଥାତ୍‌
Read More...

ଜେଲ୍ ଗଲେ ଷ୍ଟେସନ ମାଷ୍ଟର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଷ୍ଟେସନ ମାଷ୍ଟର ଜେଲ ଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ବ୍ଲକ ତୁରେକେଲା ଅଞ୍ଚଳରେ । ସୂଚନାନୁଯାୟୀ, ଚଳିତ ମାସ ୧୩ ତାରିଖ କୌଣସି ସୁତ୍ରରୁ ଖବର ପାଇ କଣ୍ଟାବାଞ୍ଜି ବନବିଭାଗ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ
Read More...

ଦୁର୍ଘଟଣାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବୁର୍ଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜର ଛାତ୍ର ତଥା ସୁବର୍ଣ୍ଣପୁର ଜିଲ୍ଲା ତରଭା ନିକଟ ଚାରଭଟାର ସୁବଳ ସିଂହ କୁଅଁରଙ୍କ ପୁଅ ରୁଦ୍ରପ୍ରତାପ ସିଂହ କୁଅଁରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରବିବାର ବଲାଙ୍ଗିର ସହର ନିକଟରେ ଏକ ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ
Read More...