Daily Archives

ଭରସୁଜା ଛେଳିଆପାଟ ହାଇସ୍କୁଲ ଠିକ୍‌ ସମୟରେ ଖୋଲୁ ନଥିବା ଅଭିଯୋଗ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଠିକ୍‌ ସମୟରେ ସ୍କୁଲ ଖୋଲୁ ନଥିବା ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ଭରସୁଜା ଛେଳିଆପାଟ ହାଇସ୍କୁଲର ଛାତ୍ରଛାତ୍ରୀ ସକାଳ ସାଢେ ୬ଟା ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଅନାଇ ବସିଥିବା ଅଭିଯୋଗ ହୋଇଛି । ସୀମିତ
Read More...

ଗଛକୁ ପିଟିଲା ବାଇକ୍‌, ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ଜାତୀୟ ରାଜପଥ କଡର ଗଛରେ ବାଇକ୍‌ ପିଟି ହେବାରୁ ଚାଳକ ପବିତ୍ର ମୋହନ ପରିଡାଙ୍କ ମୃତ୍ୟୁ ଘଟିଛି । ସେହିପରି ତାଙ୍କ ସହିତ ଥିବା ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଟିଟିଲାଗଡ ପଟୁ କୌଣସି ଏକ କମ୍ପାନିରେ କାମ ସାରି ଫେରୁଥିବା ସମୟରେ
Read More...

୧୫କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ନିକଟ ଦେସିଲଠାରୁ ପୁଲିସ ୧୫କିଲୋ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଓ ଜଣେ ନାବାଳକକୁ ଅଟକ ରଖିଛି । ଗିରଫ ଯୁବକ ଜଣକ ମଣିଚୂଳ କୌଶଳ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେସିଲଠାରେ ଗତକାଲି ସନ୍ଧ୍ୟାରେ ପୋଲିସ
Read More...

ତାରାତାରିଣୀ ପୀଠରେ ଦେବୀଙ୍କ ଦର୍ଶନ କରି ଭକ୍ତିରେ ଆତ୍ମ-ବିଭୋର ହେଲେ ନବୀନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ନବକଳେବର ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଯୋଗଦେଇ ଦେବୀ ବିଶ୍ୱବନ୍ଦନୀୟା
Read More...

ରୁଷିଆ ସାମ୍‌ନାରେ ଦୁର୍ବଳ ହେଲା ୟୁକ୍ରେନ, ମାରିଆପୋଲ ସହରରେ ଆତ୍ମସମର୍ପଣ କଲେ ହଜାରେରୁ ଅଧିକ ୟୁକ୍ରେନ ସୈନିକ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ନିଜର କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଏହି ସମୟରେ, ମାରିଆପୋଲର ଏକ ପ୍ରମୁଖ ଇସ୍ପାତ କାରଖାନାରେ ୧୦୦୦ ୟୁକ୍ରେନ ସୈନିକ ରୁଷରେ ଆତ୍ମସମର୍ପଣ କରିଥିବା ବୁଧବାର ଦିନ ରୁଷ
Read More...

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ
Read More...

ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ପାଇଁ ଜାତୀୟ ଜରୁରୀକାଳୀନ ଜୀବନ ସହାୟତା ପାଠ୍ୟକ୍ରମ ଆରମ୍ଭ

ଡାକ୍ତର ଭାରତୀ ପ୍ରବୀଣ ପାୱାର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନଙ୍କ ପାଇଁ ଜାତୀୟ ଜରୁରୀକାଳୀନ ଜୀବନ ସହାୟତା ପାଠ୍ୟକ୍ରମ (ଏନ୍ଇଏଲ୍ଏସ) ଆରମ୍ଭ କରିଛନ୍ତିପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ' ଏବଂ ‘ଆତ୍ମନିର୍ଭର ଭାରତ'ର ନୀତିକୁ ହୃହୟଙ୍ଗମ କରି ଡାକ୍ତର, ନର୍ସ ଏବଂ
Read More...

ଜାତୀୟ ଜୈବ ଇନ୍ଧନ ନୀତି – ୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଜୈବ ଇନ୍ଧନ ନୀତି -୨୦୧୮ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।ଜାତୀୟ ଜୈବ ଇନ୍ଧନ ନୀତିକୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଜରିଆରେ ୨୦୦୯ରେ ଲାଗୁ କରାଯାଇଥିଲା ।
Read More...

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

• ମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ କାର୍ପାସ ପରିଷଦ ଗଠନ ଘୋଷଣା ; ସୁରେଶ ଭାଇ କୋଟାକଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଏହି ଅଣଆନୁଷ୍ଠାନିକ ସଂଗଠନ• ପରିଷଦରେ ବୟନ, କୃଷି, ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଦସ୍ୟ
Read More...

କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀଙ୍କୁ ଗିରଫ ଦାବୀ ନେଇ ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ସଂନ୍ଧ୍ୟା ୭ଟା ସମୟରେ ହାତିଶାଳପଡ଼ା ସ୍ଥିତ ଓଡିଶା ଭବନଠାରୁ ଏକ ନୀରବ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସ୍ୱର୍ଗତ ଇଂ ସୁରେଶ ଚନ୍ଦ୍ର
Read More...