Monthly Archives

April 2022

ଖଡ଼ିବାଡ଼ିରେ ନିଆଁ ଲାଗି ଜଳିଗଲା ଶହେ ଏକରରୁ ଅଧିକ ଫସଲ : ଲକ୍ଷାଧିକ ଟଙ୍କାର କ୍ଷତି

ଭୋଗରାଇ : ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ନିଆଁ ଲାଗି ଶହେ ଏକରରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅଦୁସାରେ ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର
Read More...

ଦମ୍ପତିଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ନିକଟ ଝଗଡପାଡି ଗାଁରେ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମୃତକମାନେ ବାପୁନ ପତି ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି । ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟ ଝଗଡପାଡି ଗାଁର ବାପୁନ ପତି ଓ ତାଙ୍କ ସ୍ତ୍ରୀ କୌଣସି
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୋଲିସକୁ ମିଳିଲା ବଡ଼ ସଫଳତା ସାନକିଚିବ ଗ୍ରାମରୁ ଉତ୍ତର ପ୍ରଦେଶ ଗଞ୍ଜେଇ ଚୋରା ଚାଲଣ ବେଳେ ପୋଲିସ ହାତରେ ଧରାପଡିଲା ଗଞ୍ଜେଇ ମାଫିଆ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌.ଡି.ପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିମ୍
Read More...

ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ମନୋନୀତ

ସମ୍ବଲପୁର : ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ କୁଳପତିଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି । ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟିର ସଦସ୍ୟ ରହିଥିଲେ । ସୋହେଲା ମହାବିଦ୍ୟାଳୟର ପ୍ରାରମ୍ଭିକ
Read More...

ତେଲକୋଇରେ ଗୋଠଛଡ଼ା ହାତୀର ଉପଦ୍ରବ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ୍ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ଵିନୀ ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି ।
Read More...

ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ-ପୁଅ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାରାହପୁର ଗ୍ରାମର ଅଙ୍ଗୁର ଘୋଷ ଓ ତାଙ୍କ ମା ରେବତୀ ଘୋଷ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାରାହପୁର ଗ୍ରାମର ରେବତୀ ବାହାରକୁ ପରିସ୍ରା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ
Read More...

ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା

• ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲର କନିଷ୍କ ଓ ହ୍ଵିପ୍ କୁମାର ବେହେରା• ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୩୬ ଜଣ ବିଜେତା ନୂଆଦିଲ୍ଲୀ, (ପିଆଇ) : ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ୩୬ ଜଣ
Read More...

କୃଷକ ଉତ୍ପାଦକ କମ୍ପାନୀ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାରେ କୃଷକଙ୍କ ଉତ୍ପାଦନ ବୃଦ୍ଧି ସହ ଉପଯୁକ୍ତ ବଜାର ବ୍ୟବସ୍ଥା ପାଇଁ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଗାମୀ ଦିନରେ ବିଭିନ୍ନ ଫସଲର ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ସମସ୍ୟାକୁ
Read More...

ଏପ୍ରିଲ ୧୬, ୧୭ ଓ ୧୮ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ଅଧିବେଶନ : ରବି ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ଏପ୍ରିଲ ୧୬, ୧୭ ଓ ୧୮ ତିନିଦିନ ଧରି କୋରାପୁଟର ଜୟପୁର ସ୍ଥିତ ଏମଏସ୍‌ ସ୍ୱାମୀନାଥନ କୃଷି ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଗଠନର ସଭାପତି ରବି
Read More...