Monthly Archives

April 2022

ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି, ସନ୍ଦେହ ଘେରରେ ସମବାୟ ବିଭାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ବିଭାଗ ଅଧିନ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଗୁଡିକରେ ଗତ ଛଅ ମାସ ତଳେ ସହକାରୀ ସମ୍ପାଦକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା । ତେବେ ଏହି ନିଯୁକ୍ତିରେ ସେତେବେଳେ
Read More...

ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ନିମନ୍ତେ ୨୪ ପ୍ରହର ନାମଯଜ୍ଞ ପାଇଁ ଏକ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଣ୍ଟିଆଗଡ଼, ମୟୁରପଦା, ଖଟୁଆକୁଦା, ଗୋଖର କୁଦା, ହୁମ୍ମା,
Read More...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲା କେନ୍ଦ୍ର ପରିଦର୍ଶନ : ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତାକଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ୍‌ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର ଯାଇ ସେଠାରେ ଚାଲିଥିବା ସମସ୍ତ
Read More...

ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ପେଟୁପାଲିଠାରେ ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ରବିବାର ସକାଳରେ କବିଙ୍କ ଜନ୍ମପୀଠ ବରପାଲିରୁ ଗଙ୍ଗାଧର ଜ୍ୟୋତି ସାଥୀରେ ଆଣି କବିଙ୍କର ପଣନାତି ମହେନ୍ଦ୍ର ମେହେର ପେଟୁପାଲିରେ ପହଞ୍ଚିଥିଲେ
Read More...

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ ଆଜିଠାରୁ ବାଙ୍କି ରେଞ୍ଜରେ ଆରମ୍ଭ ହୋଇଛି । ଆଜି କୁଚେଇତା, ଚନ୍ଦରପୁର, ଚନ୍ଦିପୋଷ, ମୁଶାବିରା ପ୍ରଭୁତି ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଏଥିପୂର୍ବରୁ କୁଆରମୁଣ୍ଡାର
Read More...

ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ କପୁରତାଲା ୨୪୫ ବାଟାଲିୟନରେ କାର୍ଯ୍ୟରତ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଦୟାନିଧି ତନ୍ତୀ ସହ ଏକ ଅନୌପଚାରିକ ଭାବ ବିନିମୟ କାର୍ଯ୍ୟକ୍ରମ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ ଶ୍ରୀ ତନ୍ତୀ ଏହି ଅବସରରେ ସାମ୍ବାଦିକଙ୍କୁ ଚତୁର୍ଥ
Read More...

ପାଇକମାଲରେ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଦର ଗ୍ରାମଠାରେ ସାଇ ବାବାଙ୍କ ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଶୁଭାରମ୍ଭ ହୋଇଛି । ଆଜି ପବିତ୍ର ଶିବ ମନ୍ଦିର ଘାଟରୁ ୧୦୮ ଜଣ ପବିତ୍ର ଜଳ ପୂର୍ଣ୍ଣ କୁମ୍ଭରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ
Read More...

ରାସ୍ତାର ରୂପ ବଦଳେଇ ଦେଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ : ମରାମତି ହେଲା କାଶିପାଣିରୁ ଭୁବନେଶ୍ୱରପୁର ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ ମୋ ସରକାର ଏବଂ ୫ଟି ପ୍ରଚଳନ ଦ୍ଵାରା ସାମାଜିକ ଗଣ ମାଧ୍ୟମ ଜରିଆରେ ହେଉଥିବା ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ଭଟଲି ରାସ୍ତା ରେ ଆଜି ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

ଘଣ୍ଟାପଡା ବିଦ୍ୟୁତ ଷ୍ଟକ୍ଚରରେ ତାଲା ପକାଇଲେ ଉପଭୋକ୍ତା

କଣ୍ଟାମାଳ, (ବଂଶୀଧର ମାଝୀ) : ଟାଟା କମ୍ପାନୀର ଅବହେଳା ଯୋଗୁଁ ଘଣ୍ଟାପଡା ଷ୍ଟ୍ରକ୍ଚର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି । ଦୀର୍ଘ ୫ଦିନ ହେଲା ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୪୧ ଡିଗ୍ରୀ
Read More...