Monthly Archives

April 2022

କନିଷ୍ଠ ଶିକ୍ଷକଙ୍କୁ ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକରେ ଥିବା ୩୦ ଜଣ କନିଷ୍ଠ ଶିକ୍ଷକଙ୍କୁ ଗତକାଲି ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ
Read More...

ତେଜସ୍ୱିନୀ ନାରୀ ପ୍ରତିଭା ସମ୍ମାନ-୨୦୨୨ରେ ସମ୍ମାନିତ ହେଲା ବଲାଙ୍ଗିରର ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରୋଜିନୀ ରେସିଡେନ୍ସୀ ଠାରେ ତେଜସ୍ୱିନୀ ନାରୀ ପ୍ରତିଭା ସମ୍ମାନ ୨୦୨୨-ରେ ସମ୍ମାନିତ ହୋଇଛି ବଲାଙ୍ଗିରର ମାହେଶ୍ୱରୀ ସଂଗଠନ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଂଚଳର ପୌରଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିି ମାହେଶ୍ୱରୀ
Read More...

୧୯ ନଂ. ୱାର୍ଡ ଅନ୍ତର୍ଗତ ସାଗରପଡାକୁ ପରିଦର୍ଶନ କରି ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୯ ଅନ୍ତର୍ଗତ ସାଗରପଡାକୁ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ପରିଦର୍ଶନ କରି ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଅବହେଳିତ ଅବସ୍ଥାରେ ପଡି ରହିଥିବା ଏକ ବ୍ରିଜର ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିବା ସହ ଉପସ୍ଥିତ
Read More...

ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ବରକାନି ଗାଁରେ ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁରେ ରାମଲୀଳା ନାଟକକୁ ଚଳିତ ବର୍ଷ ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାସମାରୋହରେ ପାଳନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ନରେନ୍ଦ୍ର
Read More...

ବ୍ରହ୍ମବିହାର ରାମମନ୍ଦିରରୁ ଚୋରି, ଟେର ପାଉନି ପୋଲିସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି ।
Read More...

ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନତାକୁ ନେଇ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଲେଶ୍ୱର ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୋଲିସର ଅମାନୁଷିକ ବ୍ୟବହାର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଗୋଡରେ ବେଡି ପକାଇବା ଘଟଣାର ପ୍ରତିବାଦରେ ସୁବର୍ଣ୍ଣପୁରଠାରେ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପାଣିରେ ବୁଡି ୨ ଯୁବକ ମୃତ

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ଘଟିଛି ଅଘଟଣ । ପୃଥକ ପୃଥକ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାର ଧୁଷୁରି ଥାନା ଅଧିନ ଆରଡ଼ି ଓ ପଦ୍ମପୁର ପଞ୍ଚାୟତର ସରତରପୁର ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପଦ୍ମପୁର ପଞ୍ଚାୟତ
Read More...

ଅଳିଆ ଆବର୍ଜନାର ସହର ପାଲଟିଛି ପାଇକମାଲ : ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ କାରଣ ଏହି ସହର ସହ ଯୋଡ଼ି ହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭଗବତି ହୋଟେଲ ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କ କଲ୍ୟାଣ ସମିତିର ପ୍ରଥମ ସଂଗଠନିକ ବୈଠକ ୧୭ଟି ଜିଲ୍ଲାରୁ ଆସିଥିବା ସଦସ୍ୟମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଏହି ସଭାରେ ଦ୍ୱାରିକା ନାଥ ପଟେଲ ସଭାପତିତ୍ୱ
Read More...

ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ବ୍ରହ୍ମପୁର ବଡବଜାର ପୁଲିସ୍ ପକ୍ଷରୁ ଚଢାଉ : ୩ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ଆଜି ବ୍ରହ୍ମପୁର ବଡବଜାର ପୁଲିସ୍ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ୍‌ଙ୍କ ମଧ୍ୟରେ ଜଣେ କନେଷ୍ଟବଳ ରହିଥିବା ଖବର ମିଳିଛି । କନେଷ୍ଟବଳ ଜଣକ ଚିନିମିନି ବାରିକ ବୋଲି ଜଣାପଡିଛି ।
Read More...