Monthly Archives

April 2022

ମେ’ ୩ରୁ ୫ ଭୀମଡୁଙ୍ଗୁରିରେ ଅଷ୍ଟମ ଭୀମପାହାଡ ମହୋତ୍ସବ, ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁôରି ପର୍ଯ୍ୟଟନସ୍ଥଳିରେ ଆସନ୍ତା ମେ’ ୩ରୁ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ଭୀମପାହାଡ ମହୋତ୍ସବ
Read More...

ଖପ୍ରାଖୋଲ ପଞ୍ଚାୟତ ସମିତି ବୈଠକ : ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଉଦ୍‌ବେଗ

ଅଫିସରେ ନ ବସି ଫିଲ୍ଡକୁ ଯାଇ ଲୋକ ସମସ୍ୟା ବୁଝ ବୋଲି ଅଧିକାରୀଙ୍କୁ ତାଗିଦ୍ କଲେ : ବିଧାୟକ ସରୋଜ ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଖପ୍ରାଖୋଲ ବ୍ଲକ ସଭାଗୃହଠାରେ ଗୁରୁବାର ଅନୁଷ୍ଠିତ
Read More...

ମହାଆଡମ୍ବରରେ ଶୁଭାରମ୍ଭ ହେଲା ୨ୟ ପଦ୍ମପୁର ଲୋକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହେଉଛି କଳା ଓ ସଂସ୍କୃତିର ଗନ୍ତାଘର । ଏହି ସାଂସ୍କୃତିକ କଳାକୁ ଲୋକଲୋଚନକୁ ଆଣିବା ପାଇଁ ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଏବଂ କଳା ଓ ପଦ୍ମପୁର କଳା ଓ ସଂସ୍କୃତିକୁ ବଜାୟ ରଖିଥିବା ବୁଦ୍ଧିଜୀବୀଙ୍କ ତତ୍ୱାବଧାନରେ ମହାଆଡମ୍ବରେ ଶୁଭାରମ୍ଭ ହେଲା
Read More...

କିଷାନ୍ ଭାଗିଦାରୀ, ପ୍ରାଥମିକତା ହାମାରୀ ଅଭିଯାନ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ କିଷାନ୍ ଭାଗିଦାରୀ, ପ୍ରାଥମିକତା ହାମାରୀ ଅଭିଯାନ୍‌ରେ ବରଗଡର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆୟୋଜିତ ହୋଇଥିଲା । ବରଗଡର ବିଭିନ୍ନ ବ୍ଲକର କୃଷକ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ମାନ୍ୟଗଣ୍ୟ ବ୍ୟକ୍ତି ଏହି
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଇସ୍ପାତ ନଗରୀର ବିଭିନ୍ନ ସାହିତ୍ୟାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଉରକେଲା ମଧୁସୂଦନ ମାର୍ଗରେ ଥିବା ମଧୁବାବୁଙ୍କ
Read More...

ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସକ୍ଳବ ଓ ଦିଗଦର୍ଶନ ୟୁଥକ୍ଳବ ପକ୍ଷରୁ କୂଳବୃଦ୍ଧ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସକ୍ଲବ ଓ ୟୁଥକ୍ଲବ କର୍ମକର୍ତ୍ତା ଓ ସଦସ୍ୟମାନେ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ରହିଥିବା
Read More...

ଜିଲ୍ଲାପାଳଙ୍କ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିବା ଜଣାପଡ଼ିଛି । ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଉନ୍ନୟନମୂଳକ କାର୍ଯ୍ୟ ଶୈଳୀ ଦେଖି ବିଡ଼ିଓ ଓ ମନ୍ଦିର ପରିଚାଳନା
Read More...

ଘମ୍ଭାରିପାଲିରେ କୃଷି ପ୍ରଦର୍ଶନୀ ଓ କୃଷକ ମେଳା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗମ୍ଭାରୀପାଲି ଗ୍ରାମରେ ଜିଲ୍ଲାସ୍ତରୀୟ କୃଷକ ମେଳା କୃଷି ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।
Read More...

ଚାକିରି କରାଇ ଦେବା ନାଁରେ ୮୦ ହଜାର ଟଙ୍କା ଠକେଇର ଶିକାର ହେଲେ ୨ ଯୁବତୀ

ନୂଆପଡା, (ନିରାକାର ମେହେର) : ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତର୍ଗତ ସରଧାପୁର ପଂଚାୟତର ଢକସର ଗ୍ରାମରେ । ଏହି ଗ୍ରାମର ଦୁଇ ଯୁବତୀଙ୍କ ଠାରୁ ଚାକିରି କରାଇ ଦେବା ବାହାନାରେ ୮୦ ହଜାର ଟଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ୮/୩/୨୨ରେ ଜୟନ୍ତୀ ତାଣ୍ତି
Read More...

ଯୁବକବି କୃଷ୍ଣେନ୍ଦୁ ହୋତା ସମ୍ମାନିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡୁଭେଲା ସାହିତ୍ୟ ଘର ଆନୁକୂଲ୍ୟରେ ମଧୁବାବୁ ଜୟନ୍ତୀ ଅବସରରେ ସୀତାଦେବୀ ପବ୍ଲିକ ସ୍କୁଲରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ବିଜ୍ଞାପିତ ଅଞ୍ଚଳ ତୁଷୁରାର ନବ ନିର୍ବାଚିତ ଅଧ୍ୟକ୍ଷ ଅଜୟ ଜୈଶ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଶିଷ୍ଟ
Read More...