Monthly Archives

April 2022

ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନେଇ ଚେତାବନୀ ଦେଲେ : କହିଲେ – କୋଭିଡ ଏପର୍ଯ୍ୟନ୍ତ ଯାଇ ନାହିିଁ, ଏହା ରୂପ…

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ, କରୋନା ଭାଇରସ୍ ଯାଇନାହିଁ ଏବଂ ଏହା ବାରମ୍ବାର ସାମ୍ନାକୁ ଆସୁଛି । ଏହା ସହିତ ସେ କରୋନା ଭାଇରସ୍ ଗ୍ଲୋବାଲ୍ ପାଣ୍ଡେମିକ୍ ବିରୋଧରେ ସଜାଗ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...

ସୋହେଲା ପୋଲିସ ପକ୍ଷରୁ ଜଳଛତ୍ର ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଜଳକ୍ଳିଷ୍ଟ ହେଲାଣି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ଏଇ ସମୟରେ ପଥଚାରୀଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ସୋହେଲା ପୋଲିସ ପକ୍ଷରୁ ଆଜି ଥାନା ସମ୍ମୁଖରେ ଜଳଛତ୍ର ଅଭିଯାନ
Read More...

ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟି ଶ୍ରମିକ ମାନେ ଆହତ ହୋଇଛନ୍ତି । ଉକ୍ତ ବୁଲାଣିରେ ଏକ୍‌ ପିକଅପ୍‌ ଭ୍ୟାନ (ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ୧୫
Read More...

ସରକାରୀ ଯୋଜନାରୁ ବଞ୍ଚିତ ପେଟୁ ପୁଞ୍ଜି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସରକାର ମାଳ ମାଳ ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ଯୋଜନାରେ ଉପକୃତ ନହୋଇ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ଯୋଜନା ବାଟବଣା ହୋଇଯାଉଛି ବୋଲି ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହିପରି ଏକ ଦୃଶ୍ୟ ଆଜି
Read More...

ରୁଷରୁ ତେଲ କିଣିବା ଉପରେ ଆମେରିକାର ୟୁ-ଟର୍ଣ୍ଣ, ଭାରତକୁ ଚେତାବନୀ ଦେବାକୁ ମନା କରିଦେଲା

ୱାଶିଂଟନ୍ : ହ୍ୱାଇଟ ହାଉସ ଖବରକୁ ଖାରଜ କରିଦେଇଛି । ରୁଷ୍‌ ଉପରେ ଆମେରିକାର ପ୍ରତିବନ୍ଧକକୁ ଅନ୍ୟ ଦେଶ ନିଜ ହିସାବରେ ବିଚାର କରିପାରିବେ । ହ୍ୱାଇଟ ହାଉସ କହିଛି ଯେ, ରୁଷ ଠାରୁ ତେଲ ଆମଦାନୀ କରିବା ପ୍ରତ୍ୟେକ ଦେଶର ନିଜ ନିଜ ନିଷ୍ପତ୍ତି । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି
Read More...

ଇମ୍ରାନ ସରକାରଙ୍କ ପତନ ପରେ ପାକିସ୍ତାନରେ ହଡ଼କମ୍ପ

ଇସଲାମାବାଦ : ଏହି ସମୟରେ ପାକିସ୍ତାନ ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତକାଲି ରାତିର ରାଜନୈତିକ ଉତ୍ତେଜନା ପରେ ଇମ୍ରାନ ଖାନଙ୍କ ସରକାର ଖସିପଡିଥିଲା ​​ଏବଂ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ୧୭୪ ଭୋଟ୍ ପଡ଼ିଥିଲା । ଇମ୍ରାନଙ୍କ ପତନ ପରେ ତାଙ୍କ ଘନିଷ୍ଠ ଲୋକଙ୍କ
Read More...

ପାଟଣାଗଡ଼ ଅଞ୍ଚଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ପୂର୍ବତନ ବିଜେପି ବ୍ଲକ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ପାଟଣାଗଡ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ରଙ୍କ
Read More...

ଆଜି ପବିତ୍ର ଶ୍ରୀରାମ ନବମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ପୁରୁଷୋତ୍ତମ ଶ୍ରୀରାମଙ୍କ ମହାନ୍‌ ଆଦର୍ଶ ଓ ତ୍ୟାଗରେ ଅଭିମନ୍ତ୍ରିତ ଏଇ ଆମର ମାଟି । ଏଇ ମାଟିର ପ୍ରତ୍ୟେକ ପବିତ୍ରାତ୍ମାରେ ଶ୍ରୀରାମଙ୍କ ବିଚାର ଓ ମହାନତା ପ୍ରତିବିମ୍ବିତ ହୋଇଆସିଛି ।
Read More...

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ
Read More...

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ଏବେ ନଷ୍ଟ ହେବା ଦିଗରେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବୃକ୍ଷ ହିଁ ଜୀବନ । ଗଛଟିଏ ଲଗାଇ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ ଗଛକୁ ଲାଳନ ପାଳନ କରି ବଡ଼ କରିପାରିଲେ ମଣିଷ ଜୀବନ ସାର୍ଥକ ହୋଇଥାଏ । ଏହି ଗଛ ଦ୍ବାରା ସମାଜରେ ବାସ କରୁଥିବା ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଉପକୃତ ହୋଇଥାନ୍ତି । ଆଜିର
Read More...