Monthly Archives

April 2022

ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ଓହ୍ଲାଇଛି ବିଜେପି । ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ଆଗରେ ଏହି ଘଟଣାକୁ ପ୍ରତିବାଦ କରି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିପାଇଁ ଦୀର୍ଘ ଘଣ୍ଟା ଧରି
Read More...

ବେଲବାହାଲି ଗ୍ରାମରେ ଚୋବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମରେ ଚୋବିଶ ପ୍ରହରୀ ନାମଯଜ୍ଞ ମହାସମାରୋହରେ ତା.୦୯.୦୪.୨୦୨୨ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୨୭ଟି ପୁରୁଷ ଦଳ ଓ ୭ଟି ମହିଳା କିର୍ତ୍ତନ୍ୟ ଦଳ ଭାଗ ନେଇ ସଂକିର୍ତ୍ତନ୍ୟ ପରିବେଷଣ
Read More...

ଓରମାସ୍ ଓ ମିଶନ ଶକ୍ତି ଦ୍ୱାରା ସୁବର୍ଣ୍ଣଶ୍ରୀ ଶାଢ଼ୀ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହିଳା ସଶକ୍ତିକରଣ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥନୈତିକ ବିକାଶକୁ ଲକ୍ଷ୍ୟରେ ରଖି ଆଜି ସୁବର୍ଣ୍ଣପୁରଠାରେ ଏକ ସୁବର୍ଣ୍ଣପୁରୀ ଶାଢ଼ୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଓରମାସ୍ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପ୍ରତିଷ୍ଠିତ ସୁବର୍ଣ୍ଣଶ୍ରୀ
Read More...

ଏମ୍‌ସ ଓଡିପି ବନ୍ଦ ରହିବ ଦୁଇଦିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୧୪ ଏବଂ ୧୫ ତାରିଖ ଏମ୍‌ସ ଓପିଡି ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ମହାବୀର ଜୟନ୍ତୀ, ଗୁଡ୍‌ ଫ୍ରାଇଡେ ଯୋଗୁଁ ଓପିଡି ସେବା ବନ୍ଦ ରହିବ ବୋଲି ଗତକାଲି ଏମ୍‌ସ ପକ୍ଷରୁ କୁହାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।
Read More...

କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ପରିସରକୁ ନିୟମିତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ତଥା ଶାରୀରିକ ଦୂରତ୍ବ ରକ୍ଷା କରିବା ପାଇଁ ମଧ୍ୟ ଯଥା ସମ୍ଭବ ପଦକ୍ଷେପ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ
Read More...

ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେଲେ, ଉଠାଇଲେ କାଶ୍ମୀର ମୁଦ୍ଦା

ଇସଲାମାବାଦ : ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପୁଣିଥରେ କାଶ୍ମୀର ମୁଦ୍ଦାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତରରେ ଧନ୍ୟବାଦ ଜଣାଇଛନ୍ତି । ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ, ପାକିସ୍ତାନ ଭାରତ
Read More...

ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ । ଏହି ସଂଗଠନର ସଦସ୍ୟ ମାନେ ଗ୍ରାମର ବୟସ୍କ ଲୋକମାନଙ୍କୁ ନେଇ ଶ୍ରୀରାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ପରୀକ୍ଷା କରିଛନ୍ତି । ଯେଉଁମାନଙ୍କର ଆଖିରେ ମୋତିଆ
Read More...

ମାଙ୍ଗାନିଜ ପଥର ଲୋଡ ହୋଇଥିବା ଗାଡି ଜବତ : ୫ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସରରେ ପେଟ୍ରୋଲିଂ କରୁଥିବା ବେଳେ ଲରମ୍ଭା ଥାନା ଏଏସ୍‌ଆଇ କୁନୁ ସାହୁ ଏବଂ ଷ୍ଟାଫ୍ ବିଶେଷ ସୂତ୍ରରୁ ଖବର ପାଇ ଚମ୍ପାସର ଗ୍ରାମରେ ଟ୍ରକ ସିଜି୦୪ଯେବି୮୫୨୫ ଓ ଗୋଟିଏ ଜେସିପି ଯାହାର ନମ୍ବର ଯେଏଚ୍‌୧୦ବିୱାଇ
Read More...

କୋଏଲନଗର ସରସ୍ୱତୀ ବିଦ୍ୟାପୀଠର ନୂତନ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ଶିକ୍ଷାନୁଷ୍ଠାନ କୋଏଲନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ଶୌଚାଳୟ ଗୃହ ଓ ଉପର ମହଲା ପାଇଁ ପାହାଚ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଙ୍କ
Read More...