Monthly Archives

April 2022

କନ୍ୟାକିରଣର ସହଯୋଗରେ ମାନସିକ ରୋଗୀଙ୍କୁ ଆସ୍ଥା ଗୃହ ସୁନ୍ଦରଗଡରେ ଥଇଥାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କନ୍ୟାକିରଣର ସହଯୋଗରେ ମାନସିକ ରୋଗୀଙ୍କୁ ଆସ୍ଥା ଗୃହ ସୁନ୍ଦରଗଡରେ ଥଇଥାନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ ବ୍ଲକ୍ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଡକୁପଡା ଗ୍ରାମର ଦୀର୍ଘ ବର୍ଷର ମାନସିକ ରୋଗୀ ହେମବତି କୁଅଁର୍
Read More...

୨ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାରେ ମହୋତ୍ସବ ପାଇଁ ସ୍ଥାନୀୟ କାଳୀ ମନ୍ଦିରରୁ ପରିଚାଳନା କମିଟିର ସଦସ୍ୟମାନେ ମଶାଲ ଆଣି ନଗର
Read More...

ମନରେଗା କାମରେ ବକେୟା ପାଉଣା ଦାବୀରେ ଡିଆର୍‌ଡିଏ ଅଫିସ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନରେଗା କାମରେ ବକେୟା ପାଉଣା ଦାବୀରେ ଡିଆର୍‌ଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଏକ ଦାଦନ ପ୍ରବଣ ଅଂଚଳ । ଏହି ଅଂଚଳରୁ ହଜାର ହଜାର ଲୋକେ ଦାଦାନ ଖଟିବା ପାଇଁ ବହାର ରାଜ୍ୟକୁ ଯାଉଥିବା
Read More...

ବାଇକ୍ ସହ ଦେଶୀ ମଦ ଜବତ, ଦୁଇ ଗିରଫ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ତରଫରୁ ଅବକାରୀ ଅଧିକାରୀ ପି. ଭି. ରାଓ ଙ୍କ ନେତୃତ୍ୱରେ ମ. ରାମପୁର ବ୍ଲକ୍ ସିକେଲକୁପା ନିକଟରୁ ଏକ ବାଇକ୍ ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ ଗମ୍ଭାରିଗୁଡ଼ାର କ୍ଷୀରୋଦ
Read More...

ହିତାଧିକାରୀଙ୍କ ଚାଉଳ ହଡପ୍ ଘଟଣା : ଚପାଇ ଦେବାକୁ ଉଦ୍ୟମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ଚାଉଳ ହଡପ୍ କରିଥିବା ବେଳେ ହିତାଧିକାରୀଙ୍କୁ କିଲୋ ପିଛା ୧୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତ ଗୋଦାମ ଗୃହରେ ଚାଉଳ ନରଖି ଗାଁ ଗାଁର ଆବାସ ଗୃହରେ ଚାଉଳ ରଖିଥିବା
Read More...

ସିନାପାଲିରେ ଚାଉଳ ମହାଘୋଟାଲା ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ମହାଘୋଟାଲା ହୋଇଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ପ୍ରିୟ ରଂଜନ ମେହେର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ
Read More...

କୋଶଳ କଳା ମଣ୍ଡଳ ଠାରେ ବିଧାୟକ ମୁକେଶ ମହାଲିଙ୍ଗକୁ ଛଉ ମୂର୍ତ୍ତି ଦେଇ ସମ୍ମାନିତ କଲେ ଛଉ ନୃତ୍ୟର କଳାକାର ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ଠାରେ ଚାଲିଥିବା ଲୋକକଳା ଉତ୍ସବ-୨୦୨୨ ଗତ ବିଳମ୍ବିତ ରାତ୍ରୀରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭାଗ ନେଇଥିବା ମୟୂରଭଂଜର ଉ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲ ଠାରୁ ୩ ଫୁଟ୍‌ ଲମ୍ବର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତ୍ରୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲ ଠାରୁ ଏକ ୩ ଫୁଟ୍‌ ଲମ୍ବର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲ ଠାରେ ଏକ ସାପକୁ ଦେଖି ହଷ୍ଟେଲ ୱାର୍ଡଡେନ୍‌ ସଙ୍ଗେ
Read More...

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

● ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ମିଲ୍ ବିଶ୍ବର ବୃହତମ ଓ ଅତ୍ୟାଧୁନିକ ରିବାର ମିଲ୍ସ ମଧ୍ୟରୁ ଅନ୍ୟତମ● ଅନୁଗୁଳ ଠାରେ ଇସ୍ପାତ ଉତ୍ପାଦନ ପାଇଁ ବିଶ୍ବର ପ୍ରଥମ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ● ପ୍ଲାଣ୍ଟରେ ବ୍ୟବହୃତ ହେଉଛି ସ୍ଥାନୀୟ ଅଞ୍ଚଳରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...