Monthly Archives

April 2022

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଟିମ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଘଟକେଶ୍ୱର ଓ ଛେଳିଗଡ଼ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନିମନ୍ତେ କାର୍ଯ୍ୟ ସାରଣୀ ନିର୍ଦ୍ଧାରଣଗଞ୍ଜାମ ଜିଲ୍ଲାର ୬୨୬ଟି ବିଦ୍ୟାଳୟ ପାଇଁ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ
Read More...

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଏୟାରପୋର୍ଟ ଅଥରିଟିର ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ କୁମାର ଗଙ୍ଗଲ ଓ ତାଙ୍କ ସହ ଟେକ୍ନିକାଲ ଟିମ୍‌ ରାଉରକେଲା ଏୟାରପୋର୍ଟ ଅଂଚଳରେ ଭିତ୍ତିଭୂମିର ତଦାରଖ ପାଇଁ ଆସିଥିବା ଅବସରରେ ରାଉରକେଲା ବିକାଶ ମଞ୍ଚର ଉପଦେଷ୍ଟା ଅଭୟ କୁମାର ଦାସଙ୍କ ନେତୃତ୍ୱରେ,
Read More...

ପ୍ରଗତି ଉତ୍କଳ ସଂଘ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ମଧୁବାବୁ ଓଡିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକଙ୍କ
Read More...

ମରିଗଲା ମାନବିକତା : ହିଟ୍‌ଲର୍‌ ଠୁଁ ବଳିଗଲେ ବରଗଡ଼ ଡିଏଫ୍‌ଓ ବୋଲି ସାଧାରଣରେ ଚର୍ଚ୍ଚା

ବରଗଡ, (ନିରୋଜ କୁମାର ପାଣୀ) : ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡିଏଫ୍‌ଓ ବୋଲି ଅଭିଯୋଗ ହୋଇଛି । ଜଣେ ଭାଇ ଆଇସିୟୁରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା । ଚାକିରିରେ ବନ୍ଧା ଜୀବନ
Read More...

ସିଏ. ଶ୍ରୀକାନ୍ତ ଶର୍ମା ଓ ଏସ୍.କେ ମିଶ୍ରଙ୍କ ଦ୍ୱାରା ଲିଖିତ ଜି.ଏସ୍.ଟି ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଜି.ଏସ୍.ଟି ବହି ପ୍ରକାଶିତ ହୋଇଯାଇଛି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଉମାବଲ୍ଲଭ ମହାପାତ୍ରଙ୍କ ଦ୍ୱାରା ଓ ପୁସ୍ତକର ଲେଖକ ସିଏ. ଶ୍ରୀକାନ୍ତ ଶର୍ମା ଓ ସୁଶାନ୍ତ କୁମାର ମିଶ୍ରଙ୍କ
Read More...

ପୁସ୍ତକ ଲୋକାର୍ପଣ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଘେଁସ ନିକଟସ୍ଥ କରଙ୍ଗାପାଲି ଗ୍ରାମ ସ୍କୁଲରେ ଆୟୋଜିତ ଏକ ଉତ୍ସବରେ 'ପୂର୍ଣ୍ଣଚନ୍ଦ୍ର ଜ୍ୟୋତିଷ' ପୁସ୍ତକ ଲୋକାର୍ପିତ ହୋଇଯାଇଛି । ହୃଷିକେଶ ସାହୁଙ୍କ ଦ୍ଵାରା ଲିଖିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ,
Read More...

ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମରେ ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଗ୍ରାମର ପରମେଶ୍ବର ବାଗ ତାଙ୍କ ଝିଅର କୁମାରୀ ବ୍ରତ ଅନୁଷ୍ଠିତ କରିଥିଲେ ତା ସାଂଗକୁ ତାଙ୍କର ବଂଧୁ
Read More...

ଯୌତୁକ ଜନିତ ହତ୍ୟା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବ ବିବାହିତା ମହିଳାଙ୍କୁ ଅଧିକ ଯୌତୁକ ଦାବୀରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଝିଅର ବାପା ବରଗଡ଼ ଟାଉନ ଥାନାରେ ଗତକାଲି ଅଭିଯୋଗ କରିଛନ୍ତି । ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ
Read More...

ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ସନ୍ତାନକୁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ । ସ୍ୱରଚିତ ଗୀତକୁ ନିଜ କଣ୍ଠରେ ଗାଇ ସେ ଏହି ସଟେତନତା ଅଭିଯାନ ଚଳାଇଛନ୍ତି । ଏହି ଗୀତ ଏବେ ସୋସିଆଲ ମଡିଆରେ ଭାଇରାଲ୍ ହେବାରେ
Read More...

ଜାଲ ନୋଟ୍ କାରବାର ଅଭିଯୋଗରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପାଟଣାଗଡ଼ ପୋଲିସ : କିଛି ଟଙ୍କା ସହ ପ୍ରିଣ୍ଟର ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ । ଅଟକ ଅଭିଯୁକ୍ତ ମାନେ ଡୁମେରପଦର ଗାଁର ରୋହିତ ଦାସ ବୋଲି ଜଣାପଡୁଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ
Read More...