Monthly Archives

April 2022

୧୨ ଦିନ ହେଲା ଜଳ ଯୋଗାଣ ବନ୍ଦ : ପାଣି ପାଇଁ ଡହଳବିକଳ ଚାଞ୍ଚେର ଗ୍ରାମବାସୀ

କଳାହାଣ୍ଡି, (ପି.କେ. ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଲୋକେ ପାଣି ଟିକକ ପାଇଁ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାକୁ ଦୃଷ୍ଟିରେ ରଖି ସରକାର ବସୁଧା ଯୋଜନାରେ ଘରକୁ ଘର ପାଇପ୍ ଯୋଗେ ପାଣି ଯୋଗାଣ କରୁଛନ୍ତି । ହେଲେ ଦୀର୍ଘ ୧୨ ଦିନ ହେଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ
Read More...

ରାସ୍ତା ନଥିବାରୁ ପହଞ୍ଚିଲାନି ଆମ୍ବୁଲାନ୍ସ : ୭ କିମି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି, (ପି. କେ. ସାହୁ) : ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକର ବହୁ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା । ନିର୍ବାଚନ ଆସିଲେ ବହୁ ସୁନେଲି
Read More...

ବଲାଙ୍ଗିରରେ ପ୍ରଥମ ଲେଜର ଅପରେସନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିରସ୍ଥିତ ସମଲେଶ୍ୱରୀ ମଲ୍‌ଟି ସ୍ପେସାଲିଟି ହସପିଟାଲରେ ପ୍ରଥମ କରି ଲେଜର ଅପରେସନ ଆରମ୍ଭ ହୋଇଛି । ରୋଗୀ ଧର୍ମେନ୍ଦ୍ର ମିଶ୍ର ବହୁଦିନ ଧରି ମଳଦ୍ୱାରରେ ରକ୍ତ କ୍ଷରଣ ହେତୁ ବହୁତ କଷ୍ଟ ପାଉଥିଲେ । ଡ.ଅଶ୍ୱିନୀ ପୂଜାରୀଙ୍କ ପରାମର୍ଶକ୍ରମେ ସେ ପାଇଳ୍ସ
Read More...

ଭିଜିଲାନ୍ସ ଜାଲରେ ଜମନକିରା ରାଜସ୍ଵ ନିରୀକ୍ଷକ ମନୋଜ ମହାନନ୍ଦ

କୁଚିଣ୍ଡା : ଲାଞ୍ଚ ନେବା ବେଳେ ଜମନକିରା ରାଜସ୍ଵ ନିରୀକ୍ଷକ ମନୋଜ ମହାନନ୍ଦ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବିଭାଜନ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।
Read More...

ଲାଲ୍ ବାହିନୀର ବର୍ବର କାଣ୍ଡ : ପୋଲିସ କ୍ୟାମ୍‌ରେ ନକ୍ସଲଙ୍କ ଆକ୍ରମଣରେ ୪ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଥିବା ପୋଲିସ କ୍ୟାମ୍‌ରେ ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି । ନକ୍ସଲଙ୍କ ଆକ୍ରମଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ତେବେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଛି । ଗୁରୁତର ଅବସ୍ଥାରେ ଆହତ ଯବାନଙ୍କୁ ଉଦ୍ଧାର
Read More...

ଘରକୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା କେଶରିପୁର ଅଞ୍ଚଳର ରାଜେନ୍ଦ୍ର ମଲିକଙ୍କ ଉପରକୁ ମରଣାନ୍‌ନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ରାଜେନ୍ଦ୍ରଙ୍କୁ ଉଦ୍ଧାର ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ଯବକ ମୃତ

ଲଇକେରା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ଲଇକେରା ବ୍ଲକ ତାଲମୁଣ୍ଡା ଗ୍ରାମର ବାରୁ ଖଡିଆ (୩୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ବାରୁ ଖଡିଆ ଖଜୁରୀଖମନ ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଗୁଡଭେଲା ପୁଲିସପଡାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ନାମ ଅଞ୍ଜନା ମିଶ୍ର (୨୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଅଞ୍ଜନା ଗତକାଲି ଅପରାହ୍ନରେ ତାଙ୍କ ମା’ଙ୍କୁ ୫ ଶହ ଟଙ୍କା ମାଗିଥିଲେ ।
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଚସ୍ପତିଙ୍କ ସମେତ ଅନ୍ୟାନ୍ୟ
Read More...

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳା ସଶକ୍ତିକରଣ ବିଜୁ ବାବୁଙ୍କ ସବୁଠାରୁ ପ୍ରୀୟ କାର୍ଯ୍ୟକ୍ରମ ଥିଲା । ମା'ମାନେ ହିଁ ହେଉଛନ୍ତି ଆମ ନୂଆ ଓଡ଼ିଶାର ସାରଥୀ ବୋଲି ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...
error: Content is protected !!