Monthly Archives

April 2022

ଲାଞ୍ଚ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଆଜି ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା (ଫୁଡ୍ ସେଫ୍ଟି) ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା
Read More...

ସଇଁତଲା ବ୍ଲକରେ ବ୍ରାହ୍ମଣ ସମାଜର ଜରୁରୀକାଳୀନ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଳା ସ୍ଥିତ ରାମମନ୍ଦିର ପରିସରରେ ସଇଁତଲା ବ୍ଲକ ବ୍ରାହ୍ମଣ ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ବ୍ଲକ ଅଞ୍ଚଳରେ ବ୍ରାହ୍ମଣ ସମାଜ ପରିସରକୁ ବ୍ୟାପକ କରାଯିବା ସହିତ ପ୍ରତ୍ୟେକ ବ୍ରାହ୍ମଣ ପରିବାରର ସଦସ୍ୟମାନଙ୍କୁ ସମାଜରେ ଯୋଡ଼ାଯିବା
Read More...

ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ : ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଫୋନ ମଧ୍ୟ ଲୁଟ୍‌ କରି ଦୁର୍ବୁତ୍ତମାନେ ଫେରାର ମାରିଥିବା
Read More...

ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକେଏନ୍‌ ଦୁଗ୍ଧ ୟୁନିଅନ୍, ବଲାଙ୍ଗିର ଏବଂ ଆର୍ଡି ବିଭାଗର ମିଳିତ ଉଦ୍ୟମରେ ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି
Read More...

ଏଚ୍‌ଏସ୍‌ଟି ବିଦ୍ୟାଳୟଗୁଡ଼ିକରେ ଇ ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବର ବ୍ୟବହାର ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏଚ୍‌ଏସ୍‌ଟି ବିଦ୍ୟାଳୟଗୁଡ଼ିକର ଇ ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବର ବ୍ୟବହାର ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାର ଶିକ୍ଷକମାନେ ଏବଂ ଛାତ୍ରଛାତ୍ରୀ ମାନେ ଜିଲ୍ଲା
Read More...

ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ସମୀକ୍ଷା କଲେ ନରସିଂହ

ଦୁର୍ନୀତିର ମୂଳୋତ୍ପାଟନ ସାଙ୍ଗକୁ କୃଷି, ପାନୀୟ ଜଳ, ବନ୍ଧକଟାର ଉନ୍ନତି ଓ ଶିକ୍ଷା ଉପରେ ଗୁରୁତ୍ୱବିକାଶ ପ୍ରକଳ୍ପରେ ଦୁର୍ନିତି ଓ ଦୁର୍ନିତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢ ବର୍ଷ ପରେ
Read More...

ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରେ ଜଳ ଅମଳ ସଂରଚନା ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରେ ଜଳ ଅମଳ ସଂରଚନା ନିର୍ମାଣ କରାଯାଉଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ନିର୍ମାଣ କାମରେ ବିଭିନ୍ନ ଗ୍ରାମପଂଚାୟତର ଅନେକ ଶ୍ରମିକ ନିୟୋଜିତ ହୋଇଥିବା
Read More...

ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡିଆର୍‌ଏଫ୍‌ ଏବଂ ଜିଲ୍ଲା ଆଡମିନିଷ୍ଟ୍ରେସନ୍, ବଲାଙ୍ଗିରର ମିଳିତ ଉଦ୍ରମରେ ସ୍ଥାନୀୟ ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି ।
Read More...

ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲରେ ୧୨ରୁ ୧୪ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଟୀକାକରଣ କରାଯାଇଥିବା ନେଇ ଜଣାପଡିଛି । ସ୍କୁଲର ପ୍ରିନ୍ସିପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଦ୍ୱିତୀୟ
Read More...

ସ୍ଵାସ୍ଥ୍ୟସେବାକୁ ଗ୍ରାମାଭିମୁଖୀ କରିବାରେ ସ୍ଵାସ୍ଥ୍ୟମେଳାର ଭୂମିକା ପ୍ରଶଂସନୀୟ

ଚିକିତ୍ସିତ ହେଲେ ୧୦୩୯ ରୋଗୀଲାଗିଲା ସ୍ଵାସ୍ଥ୍ୟ ସଚେତନତା ଷ୍ଟଲପ୍ରଦର୍ଶିତ ହେଲା ସ୍ଵାସ୍ଥ୍ୟ ସଚେତନତାଧର୍ମୀ ନାଟକ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତଥା ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ
Read More...
error: Content is protected !!