Monthly Archives

April 2022

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ : ରାଜ୍ୟପାଳ

ରାଜଗାଙ୍ଗପୁର/ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନକୁ ବିନାଶରେ ନୁହେଁ ବିକାଶରେ କେବଳ ଆମ ଭାରତ ବର୍ଷ ହିଁ ବ୍ୟବହାର କରିପାରିବ । ଧ୍ୱଂସ ପାଇଁ ମିସାଇଲ ତିଆରି କରିବା ପରିବର୍ତ୍ତେ ବିକାଶ ପାଇଁ ମିସାଇଲ ତିଆରି କରିବା ଦରକାର । ଏହା ଭାରତ ବର୍ଷ ପାଇଁ ସମ୍ଭବ । ଏହା କେବଳ ଭାରତର
Read More...

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ୨୦୨୧- ୨୨ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବନ୍ଦନା ସୋରେନଙ୍କ ମଂଚ
Read More...

ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକଙ୍କ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘରେ ତାଲା
Read More...

ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ୧୩ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ…

ନୂଆଦିଲ୍ଲୀ, (ପିଆଇବି) : ଋାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏନ୍ଆଇଏ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ତ୍ୱରାନ୍ୱିତ ଏବଂ ଦକ୍ଷତାର ସହ ପରିଚାଳନା କରିବା ସହିତ ଆଗକୁ
Read More...

ଧଣ୍ଡାମୁଣ୍ଡା ରାମଲୀଳା, ବାଲୀ ବଧ ମଞ୍ଚସ୍ଥ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ରାମଲୀଳା ନାଟ୍ୟ ସଂସଦର ରାମଲୀଳା ଉତ୍ସବ ଏଥର ୮୨ ବର୍ଷରେ ପଦାର୍ପଣ କରିଛି । ଇତିମଧ୍ୟରେ ତିନି ପିଢି ଅତିକ୍ରମ କରିସାରିଥିବା ବେଳେ ପରମ୍ପରାକୁ ବଜାୟ ରଖିବାରେ ସଫଲ ହୋଇଛନ୍ତି ଗ୍ରାମବାସୀ । ବୁଧବାର ବାଲୀ ବଧ ମଞ୍ଚସ୍ଥ
Read More...

ଆରଓବି ଭୁବନେଶ୍ଵର ପକ୍ଷରୁ ‘ପ୍ରଶାସନିକ ସେବା ଏବଂ ନୂତନ ଭାରତ’ ଶୀର୍ଷକ ୱେବିନାର ଆୟୋଜିତ

• ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରଶାସନିକ ସେବା ଅଧିକାରୀମାନେ କାର୍ୟ୍ୟ କରିବା ଉଚିତ୍ : ବିଶେଷଜ୍ଞ ଭୁବନେଶ୍ଵର, (ପିଆଇବି) : ଏପ୍ରିଲ ୨୧ : ବର୍ତ୍ତମାନର ପ୍ରଶାସନିକ ସେବା ଅଧିକାରୀମାନେ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵ ସହିତ ଖାପଖୁଆଇ କାର୍ୟ୍ୟ କରିବା ଉଚିତ୍ । ସେମାନେ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଳ୍ଲୀପ କୁମାର ଧାଉଡିଆ) : ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ବୁଧବାର
Read More...

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୮ ଦିନ ବ୍ୟାପୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବର ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଅଧ୍ୟାପକ କୌଳାସ ଚନ୍ଦ୍ର ସାହୁ, ପ୍ରତାପ
Read More...

କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ପାଇଁ ସବୁ କିଛି ବନ୍ଦ ଥିଲା । ବ୍ୟବସାୟ ବି ବନ୍ଦ ହୋଇଯାଇଥିଲା ୨ ବର୍ଷ ପାଇଁ । ଏବେ ସବୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି । ଜୀବନ ସହଜ ହେବାକୁ ଲାଗିବା ବେଳେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଏକ ମାସ ପାଇଁ ଅର୍ଥାତ୍ ଏପ୍ରିଲ୍ ଏକୋଇଶରୁ ମଇ
Read More...

୪୨ ବୋତଲ କଫ୍‌ ସିରପ ଜବତ : ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ଧୁମାଭଟା ବସଷ୍ଟାଣ୍ଡରୁ ୪୨ ବୋତଲ ବେଆଇନ କଫ୍‌ ସିରପ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଧୁମାଭଟା ଗ୍ରାମର ଧରଣି ଧର ପ୍ରଧାନ (୪୧) । କୋର୍ଟରେ ଜାମିନ
Read More...