Monthly Archives

April 2022

ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ନକଲି ମଦ ଜବତ ସହ ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ବିଭାଗ ଦ୍ୱାରା ବ୍ରହ୍ମପୁରରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡିଛି । ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ମଦ ଜବତ କରିଛି ଅବକାରୀ ବିଭାଗ । ଏହା ସହ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ସୂଚନାନୁଯାୟୀ,
Read More...

ରେଙ୍ଗାଲଜୁରୀର ଗୌନ୍ତିଆ ତଥା ପୂର୍ବତନ ୱାର୍ଡମେମ୍ବର ସଂକିର୍ତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସାମ୍ବାଦିକ ଗୋରେଖନାଥ ବରିହାଙ୍କ ବଡ଼ବାପା ମଝିଆ ଗୌନ୍ତିଆ ପୂର୍ବତନ ୱାର୍ଡମେମ୍ବର ସଂକିତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉକ୍ତ
Read More...

ଚୋରା ମହୁଲ ଉପରେ ଅବକାରୀ ବିଭାଗର ଚଢାଉ : ପିକ୍‌ଅପ୍‌ ସହ ୩୮ କ୍ୱିଣ୍ଟାଲ ମହୁଲଫୁଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେଆଇନ ଭାବରେ ଚୋରା ମହୁଲ ଫୁଲ ବ୍ୟବସାୟୀମାନଙ୍କ ପ୍ରତି ଅବକାରୀ ବିଭାଗ ତୀକ୍ଷଣ ନଜର ରଖିଛି । ସୀମାନ୍ତରେ ଅବକାରୀ ବିଭାଗର ଅଧିକାରୀ ପଇଁତରା ମାରୁଥିବା ବେଳେ ଝାରବନ୍ଧ ଅଂଚଳରୁ ଚୋରାରେ ଛତିଶଗଡ ରାଜ୍ୟକୁ ଯାଉଥିବା ନମ୍ବର ବିହୀନ ପିକ୍‌ଅପ୍‌ ୪୦୭କୁ
Read More...

ନେହରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଓ
Read More...

ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲା ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର୍ ଆସୋସିଏସନ୍‌ର
Read More...

ବରଗଡ଼ ହଲଦିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହଲଦିପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣେ ମୃତବରଣ କରିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ତିନି ଜଣ ଆହତ ବ୍ୟକ୍ତିଙ୍କୁ ୧୦୮ ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ
Read More...

ଦେଓଗାଁ ଶ୍ରୀରାମଲୀଳା ନାଟକ : ହନୁମାନଙ୍କ ଦ୍ୱାରା ଲଙ୍କା ଦହନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାହୁପଡା ପ୍ରଗତି ଯୁବକ ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ଶ୍ରୀରାମ ଲୀଳା ନାଟକୋତ୍ସବରେ ଶନିବାର ରାତିରେ ଲଙ୍କେଶ୍ଵରୀ ଦେବୀଙ୍କ ସହ ହନୁମାନଙ୍କ ଭେଟ ହୋଇଥିଲା । ଏହାପରେ ହନୁମାନଙ୍କ ଲଙ୍କା ଦହନ ଅଭିନୀତ ହୋଇଛି । ଏହାକୁ ଦେଖିବାକୁ
Read More...

ପେସାରେ ଡାକ୍ତର, ଅଥଚ ଅଭିନୟ ତାଙ୍କ ନିଶା : ମହିରାବଣ ଭୂମିକାରେ ଡା.ସୁଧାଂଶୁ ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଶ୍ରୀରାମ ଲୀଳାରେ ଗାଁର ଡା. ସୁଧାଂଶୁ ମେହେର ମହିରାବଣ ଭୂମିକାରେ ଅଭିନୟ କରିଥିଲେ । ସେ ପେସାରେ ଜଣେ ଡାକ୍ତର । ଏହାସହ ଶିକ୍ଷା ନିକେତନର ଅଧ୍ୟକ୍ଷ ତଥା ଦେଓଗାଁ ବ୍ଲକ୍ ସମ୍ବାଦ ସାହିତ୍ୟ ଘରର ସଭାପତି ଭାବେ କାର୍ୟ୍ୟ ତୁଲାଇ
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ : ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ତିନି ବର୍ଷ ପାଇଁ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ସାଧାରଣ ସଂପାଦକ ନାରାୟଣ ପାଢୀଙ୍କୁ ଶପଥ ପାଠ
Read More...

ଦୁର୍ନୀତି ଉପରେ ଯୋଗୀ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍, ୟୁପି ପୋଲିସ୍ ସିବିଆଇ ପରି ସ୍ୱତନ୍ତ୍ର କ୍ଷମତା ପାଇବ

ଲକ୍ଷ୍ନୌ : ବର୍ତ୍ତମାନ ଦୁର୍ନୀତିଖୋର୍‌ମାନେ ଉତ୍ତରପ୍ରଦେଶରେ ଦୁଃଖ ଭୋଗିବାକୁ ଯାଉଛନ୍ତି । ଯୋଗୀ ସରକାର ବର୍ତ୍ତମାନ ଏହି ଦିଗରେ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ମନସ୍ଥ କରିଛନ୍ତି । କୁହାଯାଉଛି ଯେ, ଉତ୍ତରପ୍ରଦେଶ ସରକାର ଆର୍ଥିକ ସ୍କାମ୍, ବିଶେଷକରି କଲ୍ୟାଣମୂଳକ ଯୋଜନା, ସରକାରୀ
Read More...