Monthly Archives

April 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଭାଲୁମୁଣ୍ଡ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖୀବ ମିଳିଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍‌ । ବିଳମ୍ଵିତ ରାତିରେ ଚିକିତ୍ସା ନିମନ୍ତେ କେନ୍ଦୁଝରରୁ କଟକ ଯାଉଥିବା ବାଟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଜିଲ୍ଲା କଳା ଓ ଖେଳ ଶିକ୍ଷକ ମହାସଂଘର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟଠାରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଳା ଓ ଖେଳ ଶିକ୍ଷକ ପାଇଁ ଆବେଦନ କରିବା ଦୀର୍ଘ ୨
Read More...

ମଦନପୁର କାଳୀପୀଠ ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ମା' କାଳୀପୀଠ ଠାରେ କାମନା ଦଣ୍ଡ ପାଇଁ ବ୍ରତଧାରୀଙ୍କ ୧୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନରେ କଳସ ଓ ଅଧିବାସରୁ ଗତକାଲି ଦଧିଭାଣ୍ଡ ନଗର
Read More...

ପ୍ରବଳ ତାତି ସମୟରେ ଜଳାଭାବ ବେଳେ ଲୋକଙ୍କୁ ପାଣି ଯୋଗାଇଲେ ପ୍ରକାଶ ସାହୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ୱାର୍ଡ ନପ୍ସ.୧ ସାଲେଭଟାପଡାରେ ପ୍ରବଳ ତାତି ସମୟରେ ଜଳାଭାବ ବେଳେ ଲୋକଙ୍କୁ ପାଣି ଯୋଗାଇଲେ ପ୍ରକାଶ ସାହୁ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ପଡାବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଧନ୍ୟବାଦ
Read More...

ନବଦମ୍ପତିଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ଯୁବ ଆଇଏଏସ୍‌ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ଶ୍ରୀ ମୀନକେତନ ସାହୁ
Read More...

କରଡ଼ା ଘାଟିରେ ଡକାୟତି ମାମଲା : ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ଡକାୟତି ମାମଲାର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ
Read More...

ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ୟୁଜି ଓ ପିଜି କ୍ଲାସ୍ ଆସନ୍ତା ୨ ମଇ, ୨୦୨୨ ପର୍ଯ୍ୟନ୍ତ ସାମୟିକ ଭାବରେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ୟୁଜି ଓ ପିଜି କ୍ଲାସ୍ ଆସନ୍ତା ୨ ମଇ, ୨୦୨୨ ପର୍ୟ୍ୟନ୍ତ ସାମୟିକ ଭାବରେ ବନ୍ଦ ରହିବ । ତେବେ କଲେଜ ଓ ବିଶ୍ବ ବିଦ୍ୟାଳୟରେ ପରୀକ୍ଷା, ମୂଲ୍ୟାୟନ,
Read More...

ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିରେ ନଳକୂପ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲାରୁ କଂସର ଛକକୁ ସଂଯୋଗ କରୁଥିବା ରାସ୍ତାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ହେଲେ କୌଣସି ପିଇବା ପାଣି ପାଇଁ ରାସ୍ତା କଡ଼ରେ ବ୍ୟବସ୍ଥା ନଥିବାରୁ ଯିବା ଆସିବା କରୁଥିବା ଲୋକଙ୍କ ସମସ୍ୟା ହେଉଛି ଓ ଅଭିଭାବକ ମାନେ ମଧ୍ୟ
Read More...

ଶତାୟୁ ପୁରୁଷଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ମହୁଖଣ୍ଡ ଗ୍ରାମର ଶତାୟୁ ପୁରୁଷ ଗଜରାଜ କର୍ଣ୍ଣ (୧୦୦) ବର୍ଷ ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ପରଲୋକ ହୋଇଯାଇଛି । ସେ ସମ୍ବାଦିକ ବିଜୟ କର୍ଣ୍ଣଙ୍କ ପିତା ଅଟନ୍ତି । ସେ ତାଙ୍କ ପରିବାରକୁ ଛାଡ଼ି ଚାଲିଗଲେ । ଗାଁ
Read More...