Monthly Archives

April 2022

ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପ୍ରିୟ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଦାର ଶ୍ରୀମତୀ ନମିତା ଦେବୀ ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଗୁରୁବାର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ
Read More...

ସଇଁତଲାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଥିବା ମା' ଚଣ୍ଡୀ ମନ୍ଦିରଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବାସନ୍ତିକ ନବରାତ୍ର ଦୁର୍ଗା ପୂଜା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ କିରଣ ମିଶ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ମନ୍ଦିର ପରିସରରେ
Read More...

ବିସିସିଆଇ ସଦସ୍ୟ ହରିନାରାୟଣ ପୂଜାରୀଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିସିସିଆଇ ସଦସ୍ୟ, ବଲାଙ୍ଗିର ସାମ୍ବାଦିକ ସଂଘ ସଭାପତି ତଥା ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ହରିନାରାୟଣ ପୂଜାରୀଙ୍କ ପିତା ମୋହନ ପୂଜାରୀ (୮୪)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।
Read More...

ବ୍ରାଉନସୁଗାର ପାଇଁ ଦୁଇ ସାଙ୍ଗକୁ ଜାଳିଦେଲା ନିଶାସକ୍ତ ସାଙ୍ଗ

ଭୁବନେଶ୍ୱର/ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ବଙ୍ଗାଳି ସାହିରେ ବ୍ରାଉନସୁଗର ପାଇଁ ତୁମୁଳ କାଣ୍ଡ ଘଟାଇଛନ୍ତି ଜଣେ ନିଶାସକ୍ତ ଯୁବକ । ଦୁଇ ଜଣ ସାଙ୍ଗକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ । ଦୁଇ ଜଣ ପେଟ୍ରୋଲ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା ପାଇଁ
Read More...

ଦୁର୍ବୃତ୍ତମାନେ ମୋବାଇଲ୍ ଦୋକାନରେ ପଶି ବାପ-ପୁଅଙ୍କୁ ପିଟିଥିବା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ଏକ ମୋବାଇଲ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ପଶି ଆସି ଦୋକାନ ମାଲିକ ରିଷି ଲମ୍ବା ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରିଷିଙ୍କ ମାଆ ସୁଇଟି ଲମ୍ବା ବେଲପାହାଡ଼ ଥାନାରେ
Read More...

ଗାଁ ଭିତରୁ ହରିଣ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହଳିସୋ ଗାଁରେ ଦୁଇ ଦିନ ଧରି ଏକ ହରିଣ ବୁଲୁଥିବା ଦେଖି ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଛନ୍ତି । ଏହି ହରିଣଟି ଶାରିଶୁଆ ପାହାଡ଼ରୁ ଖସିଆସିଥିବା ଅନୁମାନ କରାଯାଉଛି । ଗ୍ରାମବାସୀମାନେ ହରିଣଟିକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତେବେ
Read More...

ମହୁଲ ଗୋଟାଇବାକୁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ଵାମୀ ସ୍ତ୍ରୀ

ଆନନ୍ଦପୁର : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୌଡିଆବାହାଳିରେ ମହୁଲ ଗୋଟାଇବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ । ସ୍ତ୍ରୀ ଗୁରୁତର ଥିବା ବେଳେ ସ୍ଵାମୀ ଆହତ ହୋଇତିବା ଜଣାପଡିଛି । ଉଭୟଙ୍କ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର କଳାଭୂମି ପରିସରରେ ନିର୍ମିତ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ
Read More...

ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ସଶସ୍ତ୍ର ବାହିନୀ ବିଶେଷାଧିକାର ଆଇନ (ଏଏଫ୍‌ଏସ୍‌ପିଏ)…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଭାରତ ସରକାରଙ୍କ ମହତ୍ବପୂର୍ଣ୍ଣ ପଦକ୍ଷେପ• ମୋଦୀ ସରକାରଙ୍କ ଲଗାତାର ପ୍ରୟାସ ଫଳରେ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ଆସିଛି ସୁଧାର ; ଏସବୁ ରାଜ୍ୟରେ ଦ୍ରୁତ ବିକାଶ ହେବା ଫଳରେ ବହୁ ଦଶନ୍ଧି ପରେ ଏଏଫ୍‌ଏସ୍‌ପିରେ
Read More...