Monthly Archives

April 2022

ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବା ପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ

ଇସଲାମାବାଦ : ପାକିସ୍ତାନରେ ରାଜନୈତିକ ଡ୍ରାମା ଆଜି ଶିଖରରେ ପହଞ୍ଚିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନଙ୍କ ମନ୍ତ୍ରୀ ଫାୱାଦ ହୁସେନଙ୍କ ସଂକ୍ଷିପ୍ତ ଭାଷଣ ପରେ ବିଧାନସଭା ଭଙ୍ଗ କରାଯାଇଥିଲା । ଡେପୁଟି
Read More...

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ସଭାପତି ନିଳମଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ତାରିଖରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କାର୍ଯ୍ୟଭାର (ଇଲେକ୍‌ସନ) ଗ୍ରହଣ କରିବା ପାଇଁ
Read More...

ସୋନପୁରକୁ ଇନଟାକ୍ ରାଜ୍ୟ ଆବାହକଙ୍କ ଆଗମନ : ଐତିହ୍ୟର ସୁରକ୍ଷା ଦିଗରେ କାମ କରିବାକୁ ଦେଲେ ପରାମର୍ଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନଟାକ୍‌ର ଓଡିଶା ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ସଂପ୍ରତି ସୁବର୍ଣ୍ଣପୁର ଗସ୍ତ କରି ଇନଟାକ୍ ସୋନପୁର ଚେପ୍ଟରର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଭେଟି ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟର
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରର ପରିସରକୁ ସଫାସୁତୁରା କରାଯାଇଥିଲା । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ, ସଂଗଠନ
Read More...

ମହୁଲପାଲିରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଶନିବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଗୈରିକ ଧଣ୍ଡି ଉଡ଼ାଇ, ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ବାଗତ
Read More...

୬ ଲୁଟେରା ଗିରଫ ସହ ୨ ବନ୍ଧୁକ ଜବତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨୦ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର,
Read More...

ପାରିବାରିକ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ସାନଖେମୁଣ୍ଡି : ହିଞ୍ଜିଳି ଥାନା ଅଧୀନ ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ପାରିବାରିକ କଳହକୁ ନେଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କେଉଁ କାରଣକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଛି ତାହାର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୭ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ସ୍ୱଚ୍ଛ ଭାରତ ମିଶନ-୧କୁ ଗିଲି ଦେଇ ଥିବା ଅଭିଯୋଗ : ଏବେ ୨ର ପାଳି, ବର୍ଷ ବର୍ଷ ଧରି ଅଚଳ ନଳକୂପରେ ସୋକପିଟ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଦୁର୍ନୀତିର ଗନ୍ତାଘର ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ବ୍ଲକ ସାରା ହେଉଥିବା କାମ କେବଳ ଓଉପଚାରିକତା ପୂରଣ ଉଦ୍ଦେଶ୍ୟରେ ହେଉଛି । ପରୋକ୍ଷ ଭାବରେ କହିବାକୁ ଗଲେ କେବଳ ସରକାରୀ ଆର୍ଥିକ ଅନୁଦାନର ବାଟମାରଣା ପାଇଁ
Read More...

ଦୀପାଙ୍କ ପ୍ରୟାସରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଶତାଧିକ ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୪ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ୟାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି ।
Read More...