Monthly Archives

March 2022

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିରନ୍ତର ଅଭ୍ୟାସ ଅନୁସରଣ ପ୍ରୟୋଗଶାଳା ଅନୁଷ୍ଠିତ

କଂଟାବାଂଜି, (ମନିଷ କୁମାର ହଂସ ) : ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀନ ଶିକ୍ଷା ସଂଗଠନ, ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ କଂଟାବାଂଜିକୁ ପରିଦର୍ଶନ କରି ପରିମଳ ଓ ସ୍ୱାସ୍ଥ୍ୟ, ବର୍ଜ୍ୟବସ୍ତୁ,
Read More...

କଂଟାବାଂଜି ଏନ୍‌ଏସି ନିର୍ବାଚନ

କଂଗ୍ରେସର ଅଭିଜ୍ଞ ରାଜନେତା, ବିଜେଡିର ଯୁବ ଆଇନଜୀବୀ ଓ ଭାଜପାର ଡିପ୍ଲୋମା ଇଂଜିନିୟରତିନି ମୁଖ୍ୟ ପ୍ରତିଦ୍ୱନ୍ଦୀଙ୍କ ଗୋଟିଏ ଇସ୍ତାହାର କଂଟାବାଂଜିର ପାନୀୟ ଜଳ ସମସ୍ୟାର ସମାଧାନ, ସୌନ୍ଦର୍ଯ୍ୟିକରଣ ସହ ପମ୍ପୁ ତଲାବର ପୁନଃରୁଦ୍ଧାରଦୁର୍ନୀତିମୁକ୍ତ କଂଟାବାଂଜି ଏନ୍‌ଏସି କଂଟାବାଂଜି,
Read More...

ଉତ୍ତରାଖଣ୍ଡରେ ବାଜି ମାରିନେଲା ବିଜେପି

ନୂଆଦିଲ୍ଲୀ : ଆଜି ଭୋଟ୍‌ ଗଣତି ଅନୁଷ୍ଠିତ ହୋଇଥିବା ବେଳେ ଫଳାଫଳରେ ଉତ୍ତରାଖଣ୍ଡରେ ମଧ୍ୟ ବାଜି ମାରି ନେଇଛି ବିଜେପି । ୭୦ ଆସନରୁ ବିଜେପି. ହାତକୁ ୪୮ଟି ଆସନ ଆସିଥିବା ବେଳେ ମାତ୍ର ୧୮ଟି ଆସନ ଅକ୍ତିଆର କରି ପାରିଛି କଂଗ୍ରେସ । ଆମ୍‌ ଆଦ୍‌ମୀ ପାର୍ଟିର ମୁଣା ଉତ୍ତରାଖଣ୍ଡରେ ଖାଲି ରହିଛି ।
Read More...

ପାଇକମାଲ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ଦାୟିତ୍ଵ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସଦର ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ପାଇକମାଲ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀଙ୍କ ଠାରୁ ସେ
Read More...

ଉତ୍ତରପ୍ରଦେଶରେ ପୁଣି ଫୁଟିଲା ପଦ୍ମ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରେ ପୁଣି ପଦ୍ମ ଫୁଟିଛି । ଜବର୍‌ଦସ୍ତ ସଫଳତା ପ୍ରଦର୍ଶନ କରିଛି ବିଜେପି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ୪୦୩ଟି ଆସନ ପାଇଁ ଉତ୍ତରପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ
Read More...

ପାଢ଼େଲ ସେକ୍‌ସନ୍‌ ବନବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାକୃତିକ ଓ କୃତ୍ରିମ ଉପାୟରେ ଖରା ଦିନ ଜଙ୍ଗଲରେ ନିଆଁ ଲାଗିଥାଏ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇଥିବା ବେଳେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ମୁଖ୍ୟ କାରଣ ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ଜଙ୍ଗଲ
Read More...

ଚନ୍ଦନ ଗଛକୁ କାଟି ନେବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ : ବିପୁଳ ପରିମାଣର ଚନ୍ଦନ କାଠ ଜବତ, ବାଇକ ସହ ୪ ତସ୍କର…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି, ଜଙ୍ଗଲମାନଙ୍କରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବା ବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ
Read More...

ପଞ୍ଜାବରେ ବହୁମତ ପାଇଲା ଆମ୍‌ ଆଦ୍‌ମୀ ପାର୍ଟି

ନୂଆଦିଲ୍ଲୀ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିକୁ ବହୁମତ ମିଳିଛି । ସମୁଦାୟ ୧୧୭ଟି ଆସନରୁ ଆପ୍‌ ସାଉଁଟି ନେଇଛି ୯୨ଟି ଆସନ । କଂଗ୍ରେସ ଏହି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମାତ୍ର ୧୮ ଖଣ୍ଡ ଆସନ ହାତେଇବାରେ ସକ୍ଷମ ହୋଇଛି । ବିଜେପି.ର ପ୍ରଦର୍ଶନ ଏହି ରାଜ୍ୟରେ ଅତ୍ୟନ୍ତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୧ ଓ ୬ରୁ ଜଣେ ଲେଖାଏଁ, ଗୁଡଭେଲା ବ୍ଲକ ଗୁଡଭେଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା
Read More...

ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ୫୨ତମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଇସ୍ପାତ କାରଖାନା ବ୍ଲାଷ୍ଟଫର୍ଣ୍ଙେସ ବିଭାଗରେ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଅର ପ୍ଲସ୍ ସ୍ପିଚ୍ ହିଅରିଂ କ୍ଲିନିକ ଦ୍ବାରା ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ବ୍ଲାଷ୍ଟଫର୍ଣ୍ଙେସ ବିଭାଗର
Read More...