Monthly Archives

March 2022

ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳମାନଙ୍କରେ ବି ୬୪ ବିଟାଲିୟନ ତରଫରୁ ରେଡ଼ିଓ ବଣ୍ଟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନି ଗାଁର ଚତୁରପାର୍ଶ୍ବରେ ପାହାଡ଼ ପର୍ବତ ଘେରରେ ଅବସ୍ଥିତ ଏହି ଗାଁ । ଏହି ଗାଁର ଅଧିକାଂଶ ଲୋକମାନେ ବିଭିନ୍ନ ପ୍ରକାରର ଖବର ତାଙ୍କ ପାଖରେ ପହଞ୍ଚି ପାରେନାହିଁ । ଏହାକୁ ଆଖି ଆଗରେ ରଖି ବିପ୍ଲବ
Read More...

ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି

• ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ସିଏନ ୦୧/୨୦୧୯)ରେ ଦ୍ବିତୀୟ ପର୍ୟ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଲାଗି ବେତନ ସ୍ତର ଅନୁଯାୟୀ ୨୦ ଗୁଣ ଅଭିନବ ପ୍ରାର୍ଥୀଙ୍କ ଚୟନ କରାଯିବ• ଏପ୍ରିଲ ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଘୋଷଣା କରାଯିବ•
Read More...

ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ୧୧ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ଉକ୍ତ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ପ୍ରାର୍ଥୀଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୧୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ
Read More...

ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ତତ୍କାଳ ପ୍ରଭାବ ସହ ଉଚ୍ଛେଦ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା । ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା । ଏବେ ଭାରତୀୟ
Read More...

ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଅଣାଯିବାକୁ ସରକାରଙ୍କୁ ନିବେଦନ

ନୂଆପଡା, (ନିରାକାର ମେହେର) : ରୋଗୀଣା ପୁଅର ଚିକିତ୍ସାରେ ଅର୍ଥର ଅଭାବ ହେବାରୁ ବଳମତ ହଂସ ଗାଁ ଲୋକଙ୍କ ସହ ବାଙ୍ଗାଲୋରକୁ ଦାଦନ ଖଟି ଯାଇଥିଲେ । ଗତକାଲି ଖବର ଆସିଲା ବଳମତ ହଂସଙ୍କ କ୍ଷତବିକ୍ଷତ ମୃତଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର ହୋଇଛି । ଶବ ବାଙ୍ଗାଲୋରରୁ କେମିତି ନିଜ ଗାଁକୁ ଆସିବ
Read More...

ପ୍ରାଥମିକ ଉପଚାର ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ସ୍ଥିତ ସରକାରୀ ବାଳିକା ହାଇସ୍କଲ ସହଯୋଗରେ ମହାରାଜା ହାଇସ୍କୁଲ ପରିସରରେ ୮ ଗୋଟି ଜିଲ୍ଲାର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ର ରାମୁ ବାଗ । ଏହି କାର୍ଯ୍ୟକ୍ରମରେ
Read More...

ୟୁକ୍ରେନରୁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ବରଗଡର ଦୁଇ ଛାତ୍ରଛାତ୍ରୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ୟୁକ୍ରେନର ଖାର୍‌କିଭ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ଗତକାଲି ନିଜର ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ବ୍ଲକ ସାମ୍ବାଦିକ ସଂଘ ତରଫରୁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକରେ କାର୍ୟ୍ୟରତ ସାମ୍ବାଦିକ ବିଶାଳ କୁମାର ଅଗ୍ରୱଲଙ୍କ ଉପରେ ବିଜେଡି ନେତାଙ୍କ ଦାଦାଗିରି ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ସାମ୍ବାଦିକ ସଂଘ ତରଫରୁ ସଇଁତଲା ଥାନା ଅଧିକାରୀ
Read More...