ଓଲଟିଲା ପଟ୍ରୋଲ ବୋଝେଇ ଟ୍ୟାଙ୍କର
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ- ବାଣପୁର ଓଭର ବ୍ରିଜ୍ ନିକଟ ଅଲାଇଡ଼ିହ ଛକ ନିକଟରେ ପଟ୍ରୋଲ ବୋଝେଇ ଟ୍ୟାଙ୍କର୍ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାରାଦୀପରୁ ଛତ୍ରପୁର ଅଭିମୁଖେ ଏହି ପଟ୍ରୋଲ ଟ୍ୟାଙ୍କର ଯାଉଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ରୋଡ଼୍!-->…
Read More...
Read More...