ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ସଡ଼କ ଦୁର୍ଘଟଣା, ୧ ଗୁରୁତର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ଆଜି ୧୨ଟା ୩୦ ମିନିଟ୍ ସମୟରେ ଶତାବ୍ଦୀ ବସ୍ (ଓଡି୧୭କ୍ୟୁ ୨୭୧୧) ଏକ ମହିଳାଙ୍କୁ ଧକ୍କା ଦେଇ ଘଟଣାସ୍ଥାନରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବସ ତଳେ ଯୁବତୀ!-->…
Read More...
Read More...