Monthly Archives

February 2022

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଗତକାଲି 'ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା' ଶୀର୍ଷକ କର୍ମଶାଳା ଆୟୋଜିତ ହୋଇସାରିଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି
Read More...

ବଜରଙ୍ଗ ଦଳ ପକ୍ଷରୁ କଚେରୀ ଛକଠାରେ ହର୍ଷଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦-୦୨-୨୦୨୨ ତାରିଖ ରବିବାର ଦିନ ରାତି ୯ଟାରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ପଛପଟୁ ଛୁରୀ ମାରି ମୁସଲିମ ଗୋଷ୍ଠୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଘଟଣାର ପ୍ରତିବାଦରେ ଗତକାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ
Read More...

ଶେଷ ପର୍ଯ୍ୟାୟ ମତଦାନ ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ଟି ଜିଲ୍ଲା ପରିଷଦ, ୪୨ଟି ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ଭୋଟରମାନେ ମତଦାନ କରୁଥିବା ଜଣାପଡିଛି । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ
Read More...

ପଞ୍ଚାୟତ ନିର୍ବାଚନର ଆଜି ଶେଷ ଲଢ଼େଇ : ମତାଧିକାର ସାବ୍ୟସ୍ତ କରିବେ ୪୧ ଲକ୍ଷ ୮୮ ହଜାର ୩୮୨ ମତଦାତା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ ୨୫ଟି ଜିଲ୍ଲାର ୪୮ଟି ବ୍ଲକ ଅନ୍ତର୍ଗତ ୯୭୫ଟି ପଞ୍ଚାୟତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀଙ୍କ ଭାଗ୍ୟ ବି ସିଲ୍‌ ହେବ ଭୋଟ ବାକ୍ସ ଭିତରେ
Read More...

ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ କନ୍ଦଳ : ମହିଳା ସମେତ ୩ ଆହତ

ଯାଜପୁର : ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଯଖପୁରା ଥାନା ମାଣତୀରା ଗ୍ରାମରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଉଭୟ ପକ୍ଷରୁ ଜଣେ ମହିଳାଙ୍କ ସମେତ ୩ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Read More...

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ୨ ଜଣ ନାବାଳିକା ରାଇନାଥ ହାଲବା ଓ ରୁନା ହାଲବା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୁଣ୍ଡାଗୁଡା ଗ୍ରାମର ରାଇନାଥ ହାଲବା ଓ ରୁନା ହାଲବାଙ୍କ ୨
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ନାବାଳକ ମୃତ

ବଡବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧୀନସ୍ଥ କାଳୀମାଟିଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗୁପ୍‌ଚୁପ୍‌ ଦୋକାନ ଉପରକୁ ଡମ୍ପର ମାଡ଼ିଯାଇ ନାବାଳକ ଗୁପଚୁପ ଦୋକାନୀ ସହ ଗୁପ୍‌ଚୁପ୍‌ ଖାଉଥିବା ଅନ୍ୟଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଗୁପ୍‌ଚୁପ୍‌ ବିକାଳୀ ଲକ୍ଷ୍ମଣ
Read More...

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୀମଦାସପୁର ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ଵାଳଙ୍କ ଗୁହାଳ ଘରେ ରାତି ପ୍ରାୟ ସାଢେ ଦୁଇଟା ସମୟରେ କୌଣସି କାରଣରୁ ନିଆଁ ଲାଗି ୩ଟି ଗାଈ ଜୀବନ୍ତ ଦଗ୍ଧ
Read More...

ଆଜି ସରିବ ପଞ୍ଚାୟତ ନିର୍ବାଚନ

କଟକ : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟଦାନର ଶେଷ ଦିନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲ୍ଲାର ୧୩ ହଜାର ୫୧୪ ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଏହି ପର୍ଯ୍ୟାୟରେ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଭୋଟ ପଡିବ । ତେଣୁ ଏହି ମାଓ
Read More...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ଗତକାଲି ସନ୍ଧ୍ୟାରେ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ ବୋଦସା ଗ୍ରାମର ପ୍ରଶାନ୍ତ ତାରେଣିଆ (୩୮) ନାମକ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଲକ ବୋଦସା
Read More...