ବାଲାଟ ପେପର ମୋଡାରେ ତ୍ରୁଟି ଅଭିଯୋଗ : ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଂଚାୟତ ପାରି ଶିଖର ଗାଁ ୪ ନମ୍ବର ବୁଥରେ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ ରହିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲାଟ ପେପର ମୋଡାରେ ତ୍ରୁଟି ଯୋଗୁଁ ଦୁଇ ଜଣ ପ୍ରାର୍ଥୀଙ୍କ ଚିହ୍ନ ଲୁଚି ଯାଇଥିଲା । ଏଥିପାଇଁ!-->…
Read More...
Read More...