ଦେଓଗାଁ ବ୍ଲକରେ ନିର୍ବାଚନୀ ହିଂସା : ଥାନାରେ ଅଭିଯୋଗ
ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇଦିନ ପୂର୍ବରୁ ଶେଷ ହୋଇଛି ପାଞ୍ଚାୟତ ନିର୍ବାଚନ । ଭୋଟ ଗଣନା ହୋଇନି । ହେଲେ ଗାଁ ଗାଁରେ କିଏ ଜିତିବ ତାକୁ ନେଇ ଅଙ୍କକଶା ହେଉଥିବା ବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ନିର୍ବାଚନୀ ହିଂସା ଆରମ୍ଭ ହେଉଛି । ଗତକାଲି ସନ୍ଧ୍ୟାରେ ଦେଓଗାଁ ଥାନା ଅନ୍ତର୍ଗତ!-->…
Read More...
Read More...