Monthly Archives

February 2022

ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବା ନେଇ ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ତେବେ କୋଭିଡ ସ୍ଥିତିରେ ସୁଧାର ଆସିବା ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା ନେଇ ସୂଚନାରେ କୁହାଯାଇଛି
Read More...

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ

ପୁରୀ, (ଦିଲ୍ଲୀପ କୁମର ଧାଉଡିଆ) : ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ସହ ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ସେ ବୁଲି
Read More...

ଜିଲ୍ଲାରେ ବିକାଶମୂଳକ ଆଲୋଚନାରେ ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କୁ…

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବିକାଶମୂଳକ ଆଲୋଚନାରେ ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ପ୍ରଦାନ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରଭାତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର
Read More...

ଜାମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଜି ସକାଳେ ଜାମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହା ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାନ୍ତ ଫୟାଜବାଦରେ ରିକ୍ଟର
Read More...

ସୁନା ଅଳଙ୍କାର ବ୍ୟାଗ୍‌ ଭାବି ଗ୍ୟାରେଣ୍ଟି ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଗୁଡ଼ଭେଲା : ତୁଷୁରାକୁ ବଜାର ସୌଦା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଅଳଙ୍କାର ବ୍ୟାଗ୍‌ ଭାବି ସେ ଧରିଥିବା ବ୍ୟାଗ୍‌କୁ ଦୁଇଜଣ ଦୁର୍ବୃତ୍ତ ଲୁଟି ନେଉଥିବା ବେଳେ ଲୋକଙ୍କ ହାବୁଡ଼ାରେ ପଡ଼ି ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ଯୁବକ ସୁନା ଅଳଙ୍କାର ଭଳି ଦିଶୁଥିବା
Read More...

ପ୍ରତୀକ୍ଷାର ଅନ୍ତ ଘଟିଲା : ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ଅଞ୍ଚଳବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆସନ୍ତା ୯ ତାରିଖରୁ ଏହା ଟିଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିବ
Read More...

ଅଲିପଡା ନିକଟରେ ବାହାଘର ପ୍ରୋସେସନ ବେଳେ ହାତରେ ବାଣ ଫୁଟିବାରୁ ଯୁବକ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ବାଣ ଫୁଟିବାରୁ ଯୁବକ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଲିପଡା ନିକଟରେ ବିବାହ ପ୍ରୋସେସନ ବେଳେ ବାଣ ଫୁଟିବାରୁ ଜଣେ ଯୁବକ ଗୁରୁତର ହୋଇ
Read More...

ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା : ୫ ଜଣ ସାଧାରଣ ନାଗରିକଙ୍କ ସମେତ ୩ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମଳିଛି । ପ୍ରଥମଟି ମୋଟ ୬ ଜଣ ଲୋକ ବିବାହ ଉତ୍ସବରୁ ଫେରୁଥିବା ବେଳେ ରାମପୁରରେ ଟାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା । ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ
Read More...

ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଜ୍ଞାପନ

ବୀରମହାରାଜପୁର : ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ବୀରମହାରାଜପୁରଠାରେ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ବାଗବର ହରିହର ଜୋର ନକଟସ୍ଥ ଗାୟତ୍ରୀ ଆଶ୍ରମକୁ ଶ୍ରା ଅରବିନ୍ଦଙ୍କ ଦେହାବଶେଷ ନିଆଯାଇଥିଲା । ପରେ ବୀରମହାରାଜପୁର ଏବଂ ଅ.ରାଣୀପୁର ଅରବିନ୍ଦ ସ୍କୁଲକୁ
Read More...

ଅଟୋମନ ସାମ୍ରାଜ୍ୟ ସ୍ୱପ୍ନରେ ତୁର୍କୀ

ସୌମେନ୍ଦ୍ର ଜେନା ତୁର୍କୀ ଏସିଆ ଓ ଇଉରୋପ ମହାଦେଶର ଯୋଗାଯୋଗ ସ୍ଥଳରେ ଥିବା ରାଷ୍ଟ୍ର । ଏସିଆର ଏହି ରାଷ୍ଟ୍ର ଆରବଜଗତର ନିକଟତର ହୋଇଥିଲେ ହେଁ ଇଉରୋପୀୟ ୟୁନିଅନ ଗୋଷ୍ଠୀରେ ୧୯୮୭ରୁ ସଦସ୍ୟ ଅପେକ୍ଷାରେ ଥିବାବେଳେ ନାଟୋର ସଦସ୍ୟ । ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ରୁଷିଆ ସହ ଅଧିକ ସଂପର୍କ
Read More...