ଅନ୍ତର୍ଲା ବାଲିଘାଟରେ ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ
ଟିଟିଲାଗଡ଼ : ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ବ୍ଲକ ଯାମପଦର ଗ୍ରାମ ନିକଟସ୍ଥ ଅନ୍ତର୍ଲା ବାଲିଘାଟରେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼!-->…
Read More...
Read More...