ବାପ ଛେଉଣ୍ଡ ଝିଅକୁ ବିବାହ କରାଇଲେ କିନ୍ନର ରାବିଆ : ନାତିର ଜନ୍ମ ବାର୍ଷିକୀରେ ଆଈଙ୍କ ଭୂମିକା ତୁଳାଇଲେ
ମୋରେନା : ନବଜାତ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଏବଂ ଲୋକଙ୍କ ଖୁସି ପାଇଁ 'ଅଭିନନ୍ଦନ' ବାଂଟୁଥିବା ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଅସହାୟଙ୍କ ପାଇଁ ହାତ ବଢ଼ାନ୍ତି । ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଅମ୍ବାଠାରେ ସାମ୍ନାକୁ ଆସିଛି । ଅମ୍ବାରେ କିନ୍ନର ରାବିଆ!-->…
Read More...
Read More...