Monthly Archives

February 2022

ବାର୍ଷିକ ଉତ୍ସବ ପାଳିଲା ‘ଫଲଶା ଫୁଲ କଳାପଟା କମିଟି’

କଣ୍ଟାମାଳ : ବାର୍ଷିକ ଉତ୍ସବ ପାଳନ କରିଛି ଫଲଶା ଫୁଲ କଳାପଟା କମିଟି । କଣ୍ଟାମାଳ ବ୍ଲକ ପଲଶାଗୋରା ଠାରେ ସାହିତ୍ୟ ଅନୁଷ୍ଠାନ ଫଲଶା ଫୁଲ କଳାପଟା କମିଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଅଜିତ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସଂପାଦକ ପ୍ରଭାତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଓ ନୟାଗଡ଼
Read More...

ସ୍ୟାଣ୍ଡୱିଚ ତିଆରି କରୁଥିବା ବେଳେ ବେକେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ପୁରୁଣା ଷ୍ଟେଟବ୍ୟାଙ୍କ ଛକସ୍ଥିତ ବେକେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଗତରାତି ସଂଧ୍ୟା ୭ଟାରେ ସ୍ୟାଣ୍ଡୱିଚ ତିଆରି କରୁଥିବା ବେଳେ କୌଣସି କାରଣରୁ ଓଭନରେ ସର୍ଟସାର୍କିଟରୁ ସେଠାରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା ଓ ଭୟାବହ
Read More...

ଟିକେ ଆଶ୍ୱସ୍ତ, ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୪୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୪୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୮୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୫୨୫ ରହିଥିବା ବେଳେ ନୂଆ
Read More...

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ : ଗୋଲାପ ଫୁଲର ମହକରେ ମହକିବ ପ୍ରେମ

ସୁଶ୍ରୀ ସ୍ନେହଲତା ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ । ଗୋଲାପ ଫୁଲର ମହକରେ ମହକିବ ପ୍ରେମ ପୃଥିବୀ । ପ୍ରେମ ଆଜିର କଥା ନୁହେଁ । ପ୍ରେମ ଆଗରୁ ବି ଥିଲା, ଏବେ ବି ଅଛି, ଜଗତ ରହିଥିବା ଯାଏଁ ନିଶ୍ଚୟ ରହିବ । ଜୀବନ ଜିନ୍ଦାବାଦର ନାରା ନେଇ ସାରା ପୃଥିବୀରେ ଘୂରି ବୁଲୁଥିବା ପ୍ରେମ,
Read More...

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଉଦ୍ୟମ : ପାଖେଇ ଆସୁଛି ନିର୍ବାଚନ ବଢୁଛି ଚୋରି, ପୁଲିସ ପେଟ୍ରୋଲିଂ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଅଙ୍ଗନବାଡି କେନ୍ଦ୍ରରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ଅଙ୍ଗନୱାଡି କେନ୍ଦ୍ରରେ ତାଲା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ କୌଣସି କାରଣ ପାଇଁ
Read More...

ବିଭିନ୍ନ ଦଳର ପ୍ରାର୍ଥୀଙ୍କ ତନାଘନା ପ୍ରଚାର : ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଫେବୃଆରୀ ୧୦ରେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଭିନ୍ନ ଦଳର ବହୁ ଭେଟେରାନ ପ୍ରାର୍ଥୀଙ୍କ ଭାଗ୍ୟ ଝୁଲି ରହିଛି । ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନର ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ କୌଣସି ଉପାୟକୁ ହାତଛଡ଼ା କରିବାକୁ
Read More...

ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ

ମୁମ୍ବାଇ : ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା । ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ ହେଲେ । ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ରବିବାର ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ବିଦାୟ ଦିଆଯାଇଛି । ପ୍ରଥମେ ଲତା ଜୀଙ୍କ ମୃତଦେହ ପ୍ରଭୁକୁଞ୍ଜ ଭବନ ତାଙ୍କ ଘରକୁ ନିଆଯାଇଥିଲା ।
Read More...

ଓଡ଼ିଶା-ମୋ ପରିବାର ଏବଂ କିଡସ୍ ଆନୁକୂଲ୍ୟରେ ଦାନ୍ତ ପରୀକ୍ଷା ଶିବିର

କଟକ, ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ
Read More...

ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଲତା ମଙ୍ଗେସ୍‌କରଙ୍କୁ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ବରଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗତକାଲି ସଙ୍ଘ କାର୍ଯ୍ୟାଳୟରେ ସଭାପତି ଶଙ୍କର ବଲ୍ଲଭ
Read More...