Monthly Archives

February 2022

ହାଇଟ୍‌ ଗେଟ୍‌କୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍‌

ବଲାଙ୍ଗିର : ବଲାଙ୍ଗିର ସୁଦପଡ଼ା ରେଲୱେ ଫାଟକ ପାଖରେ ଥିବା ହାଇଟ୍‌ ଗେଟ୍‌ରେ ଧକ୍କା ଲଗାଇଲା ଏକ ଟ୍ରକ୍‌ । ସୂଚନା ଅନୁସାରେ ସୋନୁପର ପଟୁ ଏକ ମାଲ ବୋଝେଇ ଟ୍ରକ୍‌(ଓଡି୨୯ଏଫ୍‌୦୯୮୮) ବଲାଙ୍ଗିର ପଟକୁ ଆସୁଥିବା ବେଳେ ବଲାଙ୍ଗିର ରୋଡ୍‌ ହାଇଟ୍‌ ଗେଟ୍‌କୁ ଧକ୍କା ଦେଇଛି । ଟ୍ରକ୍‌ଟି ଏକ ଜେସିବି
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଲେକ୍‌ଚର କଲୋନୀରୁ ବିଷାକ୍ତ ଧୂଳିଆ ନାଗ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଲେକ୍‌ଚର କଲୋନୀରୁ ଏକ ବିଷାକ୍ତ ଧୂଳିଆ ନାଗ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଗତକାଲି ବଲାଙ୍ଗିର ମହାବିଦ୍ୟାଳୟର ଲେକ୍‌ଚର କଲୋନୀର ଏକ ଘର ଭିତରକୁ ଏକ ଧୂଳିଆ ନାଗସାପ ପଶିଯାଇଥିବା ଖବର ପାଇ ସଙ୍ଗେ ସଙ୍ଗେ ସ୍ନେକ୍‌ ଷ୍ଟିକ୍‌
Read More...

ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟ୍ରାଫିକ୍ ଛକରେ ମୋବାଇଲ୍‌ରେ କଥା ହେବା, ଭିଡିଓ ଦେଖିବା ତଥା ଚାଟିଙ୍ଗ୍ କରିବା ଇତ୍ୟାଦି ବାରଣ କରାଯାଇଛି । ସେହିପରି ଇଅରଫୋନ୍ ଲଗାଇ ଡ୍ରାଇଭିଙ୍ଗ କରିବା ମଧ୍ୟ ନିଷେଧ କରାଯାଇଛି । ଦୁର୍ଘଟଣା ରୋକିବା ପାଇଁ ଏହିଭଳି କଟକଣା ଜାରି କରାଯାଇଛି । ଏନେଇ ରାଜ୍ୟ
Read More...

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧିଦଳ ଗତକାଲି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରି ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରୀୟ ଖଣିଜ ନିଗମ ସିଏମ୍‌ଡି ସୁମିତ୍ ଦେବ୍ ଏବଂ ସିଇଓ
Read More...

ଆଚାର୍ଯ୍ୟ ହରିହର ଦାସଙ୍କ ୧୪୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସତ୍ୟବାଦୀ ଯୁଗର ଅନ୍ୟତମ ଶ୍ରେଷ୍ଠ ସାଧକ, ସମାଜ ସଂସ୍କାରକ, ପୂଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ୧୪୪ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Read More...

ଭୋଟ ଗଣତି ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ

ଘଟଗାଁ : ମତଦାନ ଶେଷ ହୋଇଥିବା ବେଳେ ଗତକାଲି ଥିଲା ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ଭୋଟ ଗଣତି ହୋଇ ଅପେକ୍ଷା ରହିଥିଲା ଫଳାଫଳ ଜାଣିବା କିନ୍ତୁ ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ପଂଚାୟତର
Read More...

ବାଦିବାହାଲରେ ପ୍ରଶାନ୍ତ କୁମାର ତ୍ରିପାଠୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ତ୍ରିପାଠୀ ୧୮୦୦ ଭୋଟ୍‌ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୁନିଲ କୁମାର ଦାଶଙ୍କଠାରୁ ୩୮୯ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ତାଙ୍କର ପତ୍ନୀ ସମିତି ସଭ୍ୟ
Read More...

ୟୁକ୍ରେନରେ ଫସି ରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ସାହିଲ ମହାପାତ୍ର : ପୁଅକୁ ଉଦ୍ଧାର ପାଇଁ ପିତା…

ବୌଦ୍ଧ, (ମମତା ମହାକୁର) : ୟୁକ୍ରେନ ଉପରେ ରୁଷିଆର ଘନଘନ ଆକ୍ରମଣ ଜାରି ରହିଥିବା ବେଳେ ସେଠାରେ ଅନ୍ୟ ଭାରତୀୟ ଛାତ୍ରଙ୍କ ମଧ୍ୟରେ ଫସି ରହିଛନ୍ତି ବୌଦ୍ଧ ସହର ଜଣେ ଯୁବକ ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥଙ୍କ ଘର ବୌଦ୍ଧ ସହର ସ୍ଥିତ ରାମେଶ୍ୱର ବିହାରରେ । ସେ ୟୁକ୍ରେନର ରାଜଧାନୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୨୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ‘କ’ରେ ୧୨୮୬୪ ଭୋଟ୍‌ରେ ବିଜୟୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରଥମ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିବା ବେଳେ ମ.ରାମପୁରଠାରେ ଏହି ଗଣତି ଅନୁଷ୍ଠିତ ହୋଇଛି । ମ.ରାମପୁର 'କ' ଜୋନ୍‌ର ୯ ଗୋଟି ପଞ୍ଚାୟତ ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ସାଲେପାଲି, ମୁଡ଼ିଙ୍ଗ,
Read More...