Daily Archives

ବିଜେଡି ଆଗରେ ଅନ୍ୟ ସବୁ ଦଳର ଅଙ୍କ କଷା ଫେଲ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜେଡି ଆଗରେ ସବୁ ଦଳର ଅଙ୍କ କଷା ଫେଲ ମାରିଛି । ପ୍ରଥମ ଦିନର ଗଣତିରେ ସମଗ୍ର କନ୍ଧମାଳ ଜିଲ୍ଲାରେ ବାଜିମାତ କରିଛି ବିଜେଡି । ଯଦିବି ବିଜେପି ବେଶ ଆଶା ବାନ୍ଧିଥିଲା ଅନେକ ସ୍ଥାନରେ ଉତ୍ସାହ ଜନକ ଫଳାଫଳ ଆସିବ ବୋଲି, ତଥାପି
Read More...