ବାଦିବାହାଲରେ ପ୍ରଶାନ୍ତ କୁମାର ତ୍ରିପାଠୀ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ତ୍ରିପାଠୀ ୧୮୦୦ ଭୋଟ୍ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୁନିଲ କୁମାର ଦାଶଙ୍କଠାରୁ ୩୮୯ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ତାଙ୍କର ପତ୍ନୀ ସମିତି ସଭ୍ୟ!-->…
Read More...
Read More...