Daily Archives

ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ନବବଧୂଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ହାତିଆ ଗାଁର ଅଜୟ
Read More...

ବାଂଜିପାଲି ଗାଁ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବାଂଜିପାଲି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ୍‌ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ପାଟଣାଗଡ଼ ଅଞ୍ଚଳର ଶୁଲିଆମାଲ ଗାଁର ପିଣ୍ଟୁ ବାଗ ଗୋଟିଏ ପଟୁ ଆସୁଥିବା ବେଳେ ଅନ୍ୟପଟରୁ
Read More...

ରାଜ୍ୟରେ ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଲୋକମାନଙ୍କ ମନରେ ଏନେଇ ଉତ୍ସାହ ଦେଖାଦେଇଛି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୩୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା
Read More...

ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଆଜି ଟ୍ରଲର ଓଲଟି ଦୁର୍ଘଟଣା ଝଟିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗୋଳାବନ୍ଧର ସନ୍ତୋଷ ସାହୁ ବୋଲି ଜଣାପଡିଛି । ଘଟଣାର ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି
Read More...

ଆଜି ବିଶ୍ୱ ସ୍କାଉଟ୍‌ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରୋବର୍ଟ ବାଡେନ୍‌-ପାୱେଲଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରୀ ୨୨ ତାରିଖକୁ ବିଶ୍ୱ ସ୍କାଉଟ୍‌ ଦିବସ ରୂପେ ପାଳନ କରାଯାଏ । ପାୱେଲଙ୍କୁ ସ୍କାଉଟିଂ ଜଗତର ଜଣେ ଅଗ୍ରଦୂତ ଭାବେ ବିବେଚନା କରାଯାଏ । ସେ ହିଁ ସ୍କାଉଟିଂ
Read More...

ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ନିର୍ବାଚନୀ ହିଂସାରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ହିଂସା ଯୋଗୁଁ ଜଣେ ଯୁବକଙ୍କୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ
Read More...

ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପରାସରା ଦଳ ଚାମ୍ପିୟାନ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍‌ ପରାସରା ପଂଚାୟତର ମା’ ଦ୍ୱାରସେହ୍ନୀ ଖେଳପଡ଼ିଆ ଇଚ୍‌ଗାଁ ଠାରେ ଚାଲିଥିବା ଚତୁର୍ଥ ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ପରାସରା ଏମ୍‌ଡ଼ିସିସି ଓ ବାଙ୍କେଲ ଦଳ ମଧ୍ୟରେ ହୋଇଥିଲା । ବାଙ୍କେଲ ଦଳ ପ୍ରଥମ ବ୍ୟାଟିଂ
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ଝାରମୁଣ୍ଡା : ଲୋଇସିଂହା ବ୍ଲକ୍‌ ପଂଚାୟତ ଉଚ୍ଚବିଦ୍ୟାଳୟ କୁଟୁରାପାଲି ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅବନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାତୃଭାଷା ଦିବସ ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀ ମାନେ ନିଜର ମାତୃଭାଷାକୁ ନେଇ ଗର୍ବ
Read More...

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ : ୧୨୫୪ ପଞ୍ଚାୟତରେ ଚାଲିଛି ଭୋଟିଂ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ ଅନ୍ତର୍ଗତ ୧୬୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମଇଦାନରେ ଅଛନ୍ତି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୩୬କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬ ଜଣ, ବାଲେଶ୍ୱରରୁ ୨ ଜଣ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ
Read More...