Daily Archives

ଦୁର୍ଘଟଣା ପାଣ୍ଠି ଗଠନ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସରକାରୀ ଗାଡି ଧକ୍କାରେ ଆହତ କିମ୍ବା ମୃତାହତ ହେଲେ ଆହତ ତଥା ମୃତକଙ୍କ ପରିବାରବର୍ଗ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ । ଏଥି ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ ଅନୁରୋଧ କରାଯାଇଛି ।
Read More...

ବିବାହ ସମାରୋହରେ ଦୁର୍ଘଟଣା : ୧୩ ଜଣ ମହିଳାଙ୍କ କୂଅରେ ପଡ଼ି ମୃତ୍ୟୁ

ଲକ୍ଷ୍ନୌ : ଗତ ରାତିରେ ଉତ୍ତରପ୍ରଦେଶର କୁଶୀନଗରରେ ବିବାହ ସମାରୋହରେ ଅଭାବନୀୟ ଦୁର୍ଘଟଣା ଘଟିଛି । ଏଥିରେ ଅତି କମ୍‌ରେ ୧୩ ଜଣ ମହିଳା ଓ ବାଳିକାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଜିଲ୍ଲାର ନୌରାଙ୍ଗିଆ ଗାଁର ଏକ ଘରେ ବିବାହ ସମାରୋହ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ଏଠାରେ
Read More...

କଂଗ୍ରେସକୁ ଝଟକା : କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ବିଜେଡିରେ ଯୋଗଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶର ସର୍ବପୂରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପୁରୀ ୧୫ ନଂ ଜିଲ୍ଲା ପରିଷଦ ଜୋନରେ ଶକ୍ତ ଧକ୍କା ଲାଗିଛି । ଦଳୀୟ ନେତାଙ୍କ ଅଣଦେଖା, ଅସମ୍ମାନ କରିବା ଓ
Read More...

ଗୀତାଞ୍ଜଳି ରଥଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ଲବ ପଡ଼ାର ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ରଥଙ୍କ ପତ୍ନୀ ଗୀତାଞ୍ଜଳି ରଥ(୯୦)ଙ୍କ ଦେହାନ୍ତ ହୋଇଯାଇଛି । ଅନେକ ଦିନରୁ ସେ ଅସୁସ୍ଥ ହୋଇ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ତାଙ୍କ ଘରେ ଚିକିତ୍ସିତ ହେଉଥିଲେ । ଗତକାଲି ଅପରାହ୍ନରେ ତାଙ୍କର
Read More...

ତନୟା ବେହେରାଙ୍କ ପାଇଁ ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର

୩୩ ନଂ. ଜୋନର ବିକାଶ ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ତନୟା ବେହେରାଙ୍କ ପାଇଁ ନରସିଂହ ମିଶ୍ର ଗତକାଲି ଜୋରଦାର ନିର୍ବାଚନ ପ୍ରଚାର କରି କହିଥିଲେ ଯେ, ଲୋଇସିଂହାବାସୀ ଗତ ନିର୍ବାଚନ ମାନଙ୍କରେ ଗୋଟିଏ ଦଳର ବିଧାୟକ, ସାଂସଦ, ଜିଲ୍ଲା
Read More...

କୁଡ଼ାସିଂହା ଆଦିତ୍ୟ ବାହିନୀ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ଆଦିତ୍ୟ ବାହିନୀ ଆନୁକୂଲ୍ୟରେ ଏକାଦଶୀ ବ୍ରତୀଙ୍କର ସହଯୋଗରେ କୁଡ଼ାସିଂହା ଗାଁର ରାଧାକୃଷ୍ଣ ମନ୍ଦିରରେ ଶନିବାର ଦିନ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୁରୀ ସ୍ଥିତ
Read More...

୧ମ କୃପା ଷାଣ୍ଢ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ମାଟୁପାଲିକୁ ହରାଇ ବାଲିପଟା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ରାମଚନ୍ଦ୍ରପୁରର ସତ୍ୟସାଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ପ୍ରଥମ କୃପା ଷାଣ୍ଢ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବାଲିପଟା ଓ ମାଟୁପାଲି ମଧ୍ୟରେ
Read More...

ଯୁଗ୍ମ ସଚିବଙ୍କ ‘୫ଟି’ ରୂପାନ୍ତରଣ ବିଦ୍ୟାଳୟ ଓ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ମନୋଜ କୁମାର ସ୍ବାଇଁ ଗତକାଲି ଅଚାନକ ଡେଲାଙ୍ଗ ବ୍ଲକ ଗସ୍ତ କରି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ '୫ଟି' ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ଦ୍ଵିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ
Read More...

ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବାଲିଗୁଡ଼ା ବ୍ଲକରେ ୮୨.୨୩% ଓ କ.ନୂଆଗାଁ ବ୍ଲକରେ ୭୧.୬୬%…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ । ଜିଲ୍ଲାର ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରେ ୧୮୩ଟି ବୁଥ୍ ଓ କ.ନୂଆଗାଁ ବ୍ଳକର ୧୪ଟି ପଞ୍ଚାୟତରେ ୧୭୭ଟି ବୁଥରେ ଶାନ୍ତି ଶୃଙ୍ଖଳା ସହ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର
Read More...

ରାଜବୋଡାସମ୍ବର ଜୋନ ନଂ ୩ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ମକରଧ୍ୱଜ ବଗାରଙ୍କ ଜୋରସୋର ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରୀସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ଆସନ୍ତା ୧୮ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀର ରାଜ ବୋଡାସମ୍ବର ଜୋନ ନଂ ୩ରେ ବିଜେପି ପ୍ରାର୍ଥୀ ମକରଧ୍ୱଜ ବଗାରଙ୍କ ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ
Read More...