Daily Archives

ମୃତ ଶିଶୁପୁତ୍ର ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜୀରା ନଦୀ ପୋଲ ନିକଟରୁ ଜଣେ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶିଶୁଟିର ଜନ୍ମ କୌଣସି ନରସିଂହ ହୋମରେ ହୋଇଥିବା ଜଣାପଡ଼ିଛି । କାରଣ ଶିଶୁର ଗୋଡ଼ରେ ଗୋଟିଏ ବ୍ୟାଣ୍ଡରେ ଜନ୍ମ ଦେଇଥିବା ମା’ର ନାମ
Read More...

ଚିଫ୍‌ ଇଞ୍ଜିନିୟର ତଥା ଚିଫ୍‌ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍‌ ଇଞ୍ଜିନିୟର ତଥା ଚିଫ୍‌ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍‌ ପାର୍କ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟ ସଂଖ୍ୟା ୮୯୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଅବସରପ୍ରାପ୍ତ ଓଏସ୍‌ଆର୍‌ଟିସି କଣ୍ଡକ୍ଟର ସତ୍ୟବାଦୀ ସାହୁଙ୍କ ଦେହାନ୍ତ

ଦେବଗଡ଼ : ଦେବଗଡ଼ ମ୍ୟୁନିସିପାଲିଟି ସାହି ନିବାସୀ ଅବସରପ୍ରାପ୍ତ ଓଏସ୍‌ଆର୍‌ଟିସି କଣ୍ଡକ୍ଟର ସତ୍ୟବାଦୀ ସାହୁ(୯୨)ଙ୍କ ଶନିବାର ଦିନ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହଠାତ୍‌ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯିବା
Read More...

ବିଭିନ୍ନ ନିଶାଦ୍ରବ୍ୟ ଜବତ ସହ ୩ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଂଚଳରେ ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ନିଶାଦ୍ରବ୍ୟ ସହ
Read More...

ମୃତକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ତୁଷୁରା : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଡାହିମାଲ ଛକ ନିକଟରେ ମୁରଲୀଧର ସାହୁ(୬୭) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ମାରିଥିଲା । ଫଳରେ ତାଙ୍କୁ ପରିବାର ଲୋକେ ତୁଷୁରା ଡାକ୍ତରଖାନା ନେଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଲାଙ୍ଗିର ଭୀମ ଭୋଇ
Read More...

ରାସ୍ତା ଅବସ୍ଥା ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରସିଂ ଗାଁରୁ ଧୁସାମୁଣ୍ଡାକୁ ଯାଇଥିବା ପିଡବ୍ଲୁଡି ରାସ୍ତା ସମ୍ପୂର୍ଣ୍ଣ ରୂପେ କଦର୍ୟ୍ୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ସମରସିଂ ଗାଁରୁ ଧୁସାମୁଣ୍ଡ ଯୁକ୍ତ ସେମେଲା ଗାଁ ପର୍ୟ୍ୟନ୍ତ ରାସ୍ତାରେ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣଗଲା

ଝାରୁସୁଗଡ଼ା : ୧୦ ନଂ. ରାଜ୍ୟ ରାଜପଥ ଦୁର୍ଲଗା ନିକଟରେ ଗତକାଲି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ରାଉରକେଲା ୧୯ ନଂ. ସେକ୍ଟର ଅଞ୍ଚଳର ସମରେନ୍ଦ୍ର ଭଞ୍ଜଦେଓ(୪୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସକାଳୁ ଶିବଗୌରୀ
Read More...

ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ : ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅଞ୍ଚଳର ଠେମରା ପଞ୍ଚାୟତ ଓ ସିନ୍ଧେକେଲା ଟାଉନରେ ଗତକାଲି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଟିଟିଲାଗଡ଼ ଏସ୍‌ଡ଼ିପିଓ ସୁରେନ୍ଦ୍ରନାଥ ଶତପଥୀ ଓ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କତ୍ତତତ୍ତ୍ୱାବଧାନରେ ଏହି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୭୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୩୨୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୩
Read More...