Daily Archives

ତହସିଲ ଅଫିସ ସମ୍ମୁଖରେ ଜମାକାରୀମାନଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆହୂତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କ୍ରମେ ଗତକାଲି ବରଗଡ଼ ଜିଲ୍ଲାର ସମସ୍ତ ତହସିଲ ଅଫିସ ସମ୍ମୁଖରେ ଜିଲ୍ଲାର ଜମାକାରୀମାନେ ଧାରଣା ଦେଇଥିଲେ । ଏଠାରେ
Read More...

ମୋ ସ୍କୁଲ୍ ଅଭିଯାନ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୋ ସ୍କୁଲ୍ ଅଭିଯାନ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ମୋ ସ୍କୁଲ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ କହିଛନ୍ତି ।
Read More...

ପୁରୁଣା ଗଡ଼ରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ପ୍ରଚାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଜୋନ ୧ ଓ ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଭୋଟ ପ୍ରଚାରରେ ଭୋଟର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ ହେବାକୁ ଯାଉଅଛି । ଏଥିପାଇଁ ସେମାନେ ଗୋଟିଏ ଛୋଟ ପ୍ରତିଯୋଗିତା ରଖିଥିବା ସୂଚନା ଦେଇଛନ୍ତି । ପ୍ରତେକ ପ୍ରତିଯୋଗୀ ମାନେ
Read More...

ବିନିକା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ
Read More...

ମାନସିଂହ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ଚତୁର୍ଦ୍ଦଶ ମାସିକ କବିତା ଆସର ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ବରିଷ୍ଠ ସୁସାହିତ୍ୟିକ ତଥା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ. ଲକ୍ଷ୍ମୀନାରାୟଣ ଦାଶ
Read More...