Daily Archives

ମଧ୍ୟପ୍ରଦେଶର ବିଦ୍ୟାଳୟରେ ବୁର୍ଖା ନିଷେଧ, ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପାରମାରଙ୍କ ବଡ ବିବୃତ୍ତି

ଭୋପାଳ : କର୍ଣ୍ଣାଟକର ସ୍କୁଲ ଏବଂ କଲେଜରେ ବୁର୍ଖା(ହିଜାବ) ପିନ୍ଧିଥିବା ଛାତ୍ରୀମାନଙ୍କୁ ନେଇ ବିବାଦ ମଧ୍ୟରେ ମଧ୍ୟପ୍ରଦେଶରୁ ବୁର୍ଖା ନିଷେଧ ଖବର ଆସିଛି । ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର କହିଛନ୍ତି ଯେ, ବୁର୍ଖା ୟୁନିଫର୍ମ କୋଡ୍‌ର ଏକ ଅଂଶ ନୁହେଁ । ଯଦି
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ଆନନ୍ଦପୁର : ଆନନ୍ଦପୁର ୨୦ ନଂ. ଜାତୀୟ ରାଜପଥ କଲରାଗଡ଼ିଆ ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ଗ୍ରାମର ଏକ ଦମ୍ପତ୍ତି ତାଙ୍କର ଦୁଇ ଶିଶୁଙ୍କୁ ସାଙ୍ଗରେ ଧରି ବଡ଼ବିଲ ଯାଉଥିବା ସମୟରେ ଘନ କୁହୁଡ଼ି
Read More...

ନନ୍ଦନକାନନକୁ ଆସିବ ଗଣ୍ଡା, ଧଳାବାଘ ଓ ଓଟପକ୍ଷୀ

ବାରଙ୍ଗ : ଦୀର୍ଘ ୫ ବର୍ଷ ପରେ ନନ୍ଦନକାନନ କତ୍ତୃପକ୍ଷ ଏଠାକୁ ଗଣ୍ଡା ଆଣିବା ପାଇଁ ଯାଉଥିବା ଖବର ମିଳିଛି । ଏଥିପାଇଁ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଥିବା ଜଣାପଡିଛି । ଏଠାରୁ ଅଦଳବଦଳ ପ୍ରକ୍ରିୟାରେ ବିଭିନ୍ନ ଜୀବଜନ୍ତୁ ଅଣାଯିବ ବୋଲି ସୂଚନା
Read More...

ପୁଣି ନିଜ ସ୍ଥିତି ଜାହିର କଲା ଲାଲବାହିନୀ

ବାଲିଗୁଡା, (ସୁରେନ୍ଦ୍ର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ନୂଆସାହୀ ଅଞ୍ଚଳରେ ଖେଳିଛି ମାଓବାଦୀ ଆତଙ୍କ । ନୂଆସାହି ପିପଳସାହି ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ମାଓ
Read More...

ଶାନ୍ତିପଡାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତା କଡରେ ପଡିଛି ଗାଈର ଶବ : ଝୁଣି ଖାଉଛନ୍ତି କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତାକଡରେ ଗାଈର ଶବ ପଡିଥିବା ବେଳେ କୁକୁର ଝୁଣି ଖାଉଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାନ୍ତିପଡାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତା ମଝିରେ ରହିଥିବା ବ୍ରିଜ୍‌ ତଳେ ଏକ ମୃତ ଗାଈ ପଡିଥିବା ବେଳେ ଏହାକୁ ବୁଲା
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୪ ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି ।
Read More...

ଭୋଟରଙ୍କୁ ଦେବା ପାଇଁ ମୋ ପାଖରେ ଟଙ୍କାଟିଏ ନାହିଁ, ତେଣିକି ଭୋଟରଙ୍କ ଇଚ୍ଛା : ରଞ୍ଜନ କୁମାର ସେଠି

ଢେଙ୍କାନାଳ, (ତାପସ ଦାସ) : ନିର୍ବାଚନ ପାଖେଇ ଆସିଲାଣି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରାର୍ଥୀମାନେ ବହୁତ ଟଙ୍କା ଖର୍ଚ୍ଚକରି ଭୋଟରଙ୍କୁ ନିଜପଟକୁ ଟାଣୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଢେଙ୍କାନାଳ ଜିଲ୍ଲାରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଢେଙ୍କାନାଳ
Read More...

ଦିବ୍ୟାଙ୍ଗ ମହିଳାଙ୍କୁ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବୀ

କାମାକ୍ଷାନଗର, (ତାପସ ଦାସ) : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓକାଟେଣୀ ଗାଁର ଦଳିତ ସାହିର ହୁଣ୍ଡି ନାଏକ ୧୮ ବର୍ଷ ହେଲା ଘୁଷୁରି ଘୁଷୁରି ଚଳପ୍ରଚଳ କରନ୍ତି । ଗାଧୋଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ସ୍ବାମୀ ବା ପୁଅ ଉପରେ ନିର୍ଭର କରିଥାନ୍ତି । ସ୍ବାମୀ
Read More...

ପୁଅ ବାହାଘର ପାଇଁ ରଖିଥିଲେ ଛେଳି : ଚୋରି କରିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ କନ୍ଧପାଲିପଡ଼ାର ଶ୍ରୀମତୀ ସୁରୁବୁଇ ବଗର୍ତ୍ତିଙ୍କ ଘରୁ ୧୦ଟି ଛେଳି ଚୋରି ହୋଇଥିବା ନେଇ ଆଜି ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଙ୍କ ପୁଅ ବାହାଘର ଭୋଜି ନିମନ୍ତେ ସେ ୧୧ଟି ଛେଳି ରଖିଥିଲେ । କିନ୍ତୁ ଗତ
Read More...

ବନମାଳୀପୁରରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାୟପୁର, ବନମାଳୀପୁର(ଅଣ୍ଡା) ଗ୍ରାମର ମଦନ ମୋହନ ପୀଠରେ ନବତ୍ରିଂଶ ଷୋଳ ପ୍ରହର ନାମଯଜ୍ଞ ଗତ ୭ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଶ୍ରୀ ନିତାଇଗୌର ଯୁବକ ସଂଘ ପକ୍ଷରୁ ସୂଚନା
Read More...