Daily Archives

ସାପ୍ତାହିକ ବଜାର ସ୍ଥାନାନ୍ତରଣ କଲେ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା, ପଞ୍ଚାୟତ ନିର୍ବାଚନ ଏବଂ ଆଜି ବରଗଡ଼ ଜିଲ୍ଲାପାଳଙ୍କ ଗାଇସିଲେଟ ଗ୍ରସ୍ତକୁ ଦୃଷ୍ଟିରେ ରଖି ଭୋର ୪ଟା ସମୟରୁ ଗାଇସିଲେଟ ତହସିଲଦାର ମନୋଜ ଦେବତା ଗୁଦେରପାଲି ଛକକୁ ପହଞ୍ଚି ସାପ୍ତାହିକ ପରିବା ବଜାରକୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ
Read More...

ଲାଉପୁଟ ଗ୍ରାମର କାଠମିଲ ଉପରେ ଚଢ଼ାଉ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମ ଏକ କାଠ ମିଲ ଉପରେ ଗତକାଲି ଖଲ୍ଲିକୋଟ ରେଞ୍ଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସୂଚନା ଅନୁସାରେ ଏଥିରେ ଉଠକ୍ଷିପ୍ତ ହୋଇ କିଛି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଯାହାକୁ ନେଇ ଗ୍ରାମରେ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନୂତନ ଶାଖା ଶୁଭାରମ୍ଭ କଲେ ବିଡ଼ିଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ ବଜାର ବିବେକାନନ୍ଦ ମାର୍ଗ ଠାରେ ନୂତନ କୋଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ ଶାଖା ବିଡ଼ିଓ ବିଶ୍ୱଜିତ ରାୟ ଗୁରୁବାର ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କ ପ୍ରବନ୍ଧକ ଅଜୟ କୁମାର ନାୟକ, ଆଞ୍ଚଳିକ ଶାଖା ପରିଚାଳିକା ପୁଷ୍ପଲତା ପରିଡା,
Read More...