Monthly Archives

January 2022

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨),
Read More...

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ବିଜେଡି ପକ୍ଷରୁ ତାର ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ
Read More...

ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ

ଗୟା : ବିହାରର ଜଣେ କୁଖ୍ୟାତ ଅପରାଧୀ ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ହୋଟେଲ ବେଡ୍‌ରୁମ୍‌ରୁ ସିଧା ଜେଲ୍‌ରେ ପହଂଚିଛି ଅପରାଧୀ । କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ ଓରଫ୍‌ ଚିଣ୍ଟୁ ବାବାକୁ ହୋଟେଲରେ କଲିକତାର ପ୍ରେମିକା ସହ ମସ୍ତି କରିବା ସମୟରେ
Read More...

ବ୍ଳକ କାର୍ଯ୍ୟାଳୟରେ ସଇଁନ୍ତଲା ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ମୋନିକା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେ କଂଗ୍ରେସ, ବିଜେପି ଓ ବିଜେଡି ଦଳ ମଧ୍ୟରେ ଜୋର୍‌ ସୋର୍‌ ଉଦ୍ୟମ ଜାରି ରହିଛି । ଲଗାତାର ଭାବେ କଂଗ୍ରେସ ଦଳ ବ୍ଳକ ଅଧ୍ୟକ୍ଷ ପଦରେ ଥିବା ବେଳେ ଚଳିତ ବର୍ଷ କାହା ଭାଗ୍ୟରେ ବ୍ଳକ ଅଧ୍ୟକ୍ଷ ପଦ
Read More...

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ଦିବସରେ ଡେଲାଙ୍ଗ ବ୍ଲକରେ ୨୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ଅର୍ଥାତ୍‌ ଆଜି ୱାର୍ଡ ସଭ୍ୟ ପାଇଁ ୧୫୬ ଜଣ, ସରପଞ୍ଚ ୩୧ଜଣ ଓ ସମିତିସଭ୍ୟ ପାଇଁ ୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ
Read More...

ଯୁବତୀଙ୍କୁ ମହିଳା ଜଣକ ଚାକିରି ପାଇଁ ଜଣେ ଯୁବକଙ୍କ ପାଖକୁ ପଠାଇଲେ : ଯୁବକର ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଯମୁନାନଗର : ହରିୟାଣାର ଯମୁନାନଗର ସହରର ଜଣେ ଯୁବତୀଙ୍କୁ ବଳାତ୍କାର କରିବା, ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ସହ ଧମକ ଦେଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଅନୁସାରେ ଜଣେ ଯୁବତୀଙ୍କୁ ଜଣେ ମହିଳା ଜଣେ ଯୁବକ ନିକଟକୁ ପଠାଇଥିଲେ ।
Read More...

କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ଶାଶୁ, ବୋହୂ ଭରିଲେ ନାମାଙ୍କନ ପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଅନେକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଆଜି କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ବ୍ଳକ କାର୍ୟ୍ୟାଳୟକୁ ଆସି ଶାଶୁ ସୁକାନ୍ତି ସାହୁ ଓ ବୋହୂ ରୀତା ସାହୁଙ୍କ
Read More...

ଜଣେ ଗର୍ଭବତୀ ବନ ବିଭାଗ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ : ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗାଁରେ ଜଣେ ଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।ନିଜ ଟ୍ୱିଟର ଆକାଉଣ୍ଟରୁ ଏ ସମ୍ପର୍କରେ
Read More...

ହୃଦ୍‌ଘାତରେ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ଭେଟେରାନ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ଚାଲିଗଲେ । ଆଜି ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଅନେକ ଫିଲ୍ମରେ ଚିତ୍ତାକର୍ଷକ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
Read More...

ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ : କଂଗ୍ରେସକୁ ବଡ଼ ଝଟ୍‌କା, ବିଦ୍ରୋହୀ ନେତା ଦୁର୍ଗେଶ ଲାଲ ପୁଣିଥରେ ବିଜେପିରେ ଯୋଗଦେଲେ

ପୁରୋଲା : ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତରାଖଣ୍ଡରେ ଏକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବିଜେପି ତାହାର ନେତାଙ୍କୁ ଫେରାଇ ଆଣିଛି । ଗୁରୁବାର ଦିନ ବିଦ୍ରୋହୀ ନେତା ଦୁର୍ଗେଶ ଲାଲ ନିଜ ଦଳକୁ ଫେରିଛନ୍ତି । ସେ ପୁଣି ଥରେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି । ବିଜେପି ସାଂସଦ ନରେଶ
Read More...