Monthly Archives

January 2022

ଫେବୃଆରୀ ୧ରୁ ଭକ୍ତମାନଙ୍କ ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ

ପୁରୀ : ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତିର ସାମାନ୍ୟତମ ଉନ୍ନତିକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଫେବୃଆରୀ ୧ରୁ ଭକ୍ତଙ୍କ ପାଇଁ ପୁଣି ଖୋଲାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଏକ ବୈଠକ ପରେ ପୁରୀ ଜିଲ୍ଲା କଲେକ୍ଟର ସମର୍ଥ
Read More...

ପାକିସ୍ତାନରେ ରାସ୍ତା କଡ଼ରେ ଘଟିଥିବା ବିସ୍ଫୋରଣରେ ୪ ମୃତ, ୧୦ ଆହତ

ଇସ୍‌ଲାମାବାଦ : ଶୁକ୍ରବାର ଦିନ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ରାସ୍ତା କଡ଼ରେ ବିସ୍ଫୋରଣ ଘଟିଥିଲା । ଏଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏକ ଗାଡିରେ ଥିବା ଲୋକମାନେ ଡେରା ବୁଗ୍‌ତି ଜିଲ୍ଲାର ମତ ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି
Read More...

ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁରଭି ବରିହାଙ୍କ ପାଇଁ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ୮୦ ଜଣ ବିଜେଡି, କଂଗ୍ରେସ କର୍ମୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରି ପଧାନଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା
Read More...

ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଜାନୁଆରୀ ୩୧ ରେ ‘ବିଶ୍ୱାସଘାତକତା ଦିବସ’ ପାଳନ କରିବ, ଜିଲ୍ଲା ତଥା ବ୍ଲକ…

ନୂଆଦିଲ୍ଲୀ : ଜିଲ୍ଲା ତଥା ବ୍ଲକ ସ୍ତରରେ ବ୍ୟାପକ ବିରୋଧ ପ୍ରଦର୍ଶନ ସହ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଜାନୁଆରୀ ୩୧ ଦିନ ସାରା ଦେଶରେ 'ବିଶ୍ୱାସଘାତକତା ଦିବସ' ପାଳନ କରିବ ବୋଲି ଘୋଷଣା କରାଯାଇଛି । ସମନ୍ୱୟ କମିଟି ବୈଠକ ପରେ କୃଷକ ସଂଗଠନର ଏସକେଏମ ଏକ ବିବୃତ୍ତିରେ କହିଛି ଯେ, ଫ୍ରଣ୍ଟ ସହ
Read More...

ବରୁଣ ଗାନ୍ଧୀ କହିଛନ୍ତି – ବେରୋଜଗାରୀ ଆଜି ଦେଶର ସବୁଠାରୁ ବଡ ସମସ୍ୟା ଭାବରେ ଉଭା ହେଉଛି

ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ବେରୋଜଗାରୀ ଆଜି ଦେଶର ସବୁଠାରୁ ବଡ ସମସ୍ୟା । ଅର୍ଥନୀତି ଏବଂ କୃଷି ଭଳି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରୁଥିବା ବରୁଣ ଗାନ୍ଧୀ ଟ୍ୱିଟରରେ ପାଟନାରେ ରେଳ ନିଯୁକ୍ତିରେ ହୋଇଥିବା
Read More...

କେଜ୍ରିୱାଲଙ୍କ ବଡ ବିବୃତ୍ତି : କହିଲେ – ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଆଇନ ପ୍ରସ୍ତୁତ କରାଯିବା ଉଚିତ, କିନ୍ତୁ…

ନୂଆଦିଲ୍ଲୀ : ପଞ୍ଜାବରେ ନିର୍ବାଚନ ପ୍ରଚାର ବର୍ତ୍ତମାନ ଜୋର୍‌ ଧରିଛି । ଯଦିଓ କରୋନା କାରଣରୁ ରାଜନୈତିକ ସମାବେଶ ନିଷେଧ କରାଯାଇଛି, କିନ୍ତୁ ନେତାମାନେ ବିଭିନ୍ନ ମାଧ୍ୟମରେ ପ୍ରଚାର କରୁଛନ୍ତି । ଅଧିକାଂଶ ନେତା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ମତ ପ୍ରକାଶ କରୁଛନ୍ତି । ଏହି ସମୟରେ
Read More...

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ଆଜି ଗାନ୍ଧୀଦାମ-ପୁରୀ ଏକ୍ସପ୍ରେସରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ଼ ୧୦ଟା ବେଳେ ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଯାଇଥିଲା । ପ୍ୟାଣ୍ଟ୍ରିରେ ଧୂଆଁ ବାହାରିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ
Read More...

ମୋଦୀ ଜୀ, ଚୀନ୍ ଦ୍ୱାରା ଅଧିକୃତ ଜମି ଆମକୁ କେବେ ମିଳିବ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ବାଳକଙ୍କୁ ଭାରତ ହସ୍ତାନ୍ତର କରିବା ପରେ ଚୀନ୍‌ର ବେଆଇନ ଭାବେ ଅଧିକୃତ ଜମିକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି ଯେ
Read More...

ଅଭିମାନ

ରତ୍ନମୟ ତ୍ରିପାଠୀ ତୋର ଫେରିବାର ବାଟରେନ ଥିଲା କିଛିସର୍ତ୍ତ ର ବନ୍ଧନୀବନ୍ଦ ନ ଥିଲା ବାଟର କବାଟ,ମନା ନ ଥିଲାବାତାୟନ ଦେଇ ସଞ୍ଚରିଯିବାକୁସ୍ନେହ ର ସୁଗନ୍ଧ ହୋଇ । ଉଠାଇ ଥିବା ହାତ ପ୍ରତିବଦଳରେହାତଯୋଡ଼ି ଲିଭେଇ ପାରିଥାନ୍ତୁଛାତି ତଳର ଦାଗ,ସ୍ମିତହସ ଟିଏ ଦେଇସ୍ମୃତି ସବୁକୁସାଇତି ରଖି
Read More...

ପାଟଣାଗଡ଼ରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାଥମିକ ଚକ୍ଷୁ କେୟାର ୟୁନିଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସୋନପୁର ପକ୍ଷରୁ ଆଜି ପାଟଣାଗଡ଼ ଦଶମତୀ ଗଳିର ଏକ ଷ୍ଟଲ୍ ଠାରେ ବେସରକାରୀ ଭାବରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଏହାକୁ ସାଂସଦ ସଂଗୀତା କୁମାରୀ ସିଂଦେଓ,
Read More...