Daily Archives

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିବସରେ ଡେଲାଙ୍ଗ ବ୍ଲକରେ ୨୪୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ୧୮୪, ସରପଞ୍ଚ ୪୧ ଓ ସମିତି ସଭ୍ୟ ପାଇଁ ୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ରୋଟାରୀ କ୍ଲବ୍‌ ପକ୍ଷରୁ କିଶୋରମାନଙ୍କୁ କରୋନା ଟୀକାଦାନ ବ୍ୟବସ୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ଡିସୌଜା ସ୍କୁଲ୍‌ରେ କିଶୋରମାନଙ୍କ ପାଇଁ ରୋଟାରୀ କ୍ଲବ୍‌ ପକ୍ଷରୁ କରୋନା ଟୀକାଦାନ ବ୍ୟବସ୍ଥା କରାଯାଇଛି । ଗତକାଲି ଏଥିପାଇଁ ରୋଟାରୀ କ୍ଲବ୍‌ର ଷ୍ଟିଲ୍‌ ସିଟି ଶାଖା ପକ୍ଷରୁ ମହାନଗର ନିଗମ ସହଯୋଗରେ ଏହି ଟୀକାଦାନ
Read More...

ଆଇପିଏଲ୍‌ ସିଜନ ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚେନାଇ ସୁପର କିଙ୍ଗସ ମାରିଲା ଚାମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ମିନି ଷ୍ଟାଡିୟମରେ ରମ୍ଭା ପ୍ରିମିୟର ଲିଗ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅବସରରେ ଚେନାଇ ଓ ରାଜସ୍ଥାନ ରୟାଲସ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ଚେନାଇ ଦଳ ଫିଲଡିଂ
Read More...