Daily Archives

ଦେଓଗାଁ ବ୍ଲକ : ତୃତୀୟ ଦିନରେ ୧୫୫ଜଣ କଲେ ପ୍ରାର୍ଥୀପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନ ଥିଲା । ୪୦ ଜଣ ସରପଞ୍ଚ, ୨୨ ଜଣ ସମିତି ସଭ୍ୟ ଓ ୯୩ ଜଣ ୱାର୍ଡସଭ୍ୟ ମୋଟ ୧୫୫ ଜଣ ପାଇଁ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୧ମ, ୨ୟ ଓ ତୃତୀୟ ଦିନ ମିଶି ଜଣ ୪୬ଜଣ
Read More...

ପ୍ରାର୍ଥୀ ହେବା ପାଇଁ ଛକାପଞ୍ଜା, ତୃତୀୟ ଦିନରେ ୧୭୦ ନାମାଙ୍କନ 

ଖପ୍ରାଖୋଲ, (କେପିଏନଏସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୩୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୯୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୮୩୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୫ ଜଣ
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ ୧୦ ହଜାର ୩୬୮ ଜଣ ନୂଆ ଆକ୍ରାନ୍ତ ସାମ୍‌ନାକୁ ଆସିଥିବା ବେଳେ ୧ରୁ ୧୮ ବର୍ଷ ମଧ୍ୟରେ ୧୦୯୦ ଜଣଙ୍କୁ ଆକ୍ରାନ୍ତ କରିଛି
Read More...

ଦେଓଗାଁ ବ୍ଲକରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା

ଦେଓଗାଁ, (ମନୀଷ କୁମାର ସାହୁ): କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ୭ଦିନ ମଧ୍ୟରେ ଦେଓଗାଁ ବ୍ଲକରେ ୧୮ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରତିଦିନ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ବୁଧବାର ଦିନ ଦେଓଗାଁ ବ୍ଲକ
Read More...

ଚର୍ଚ୍ଚାରେ ସଇଁନ୍ତଲା ପଞ୍ଚାୟତ : ପୁରୁଣା ଶ୍ମଶାନ ଗୃହକୁ ନୂତନ କରି ଉଠିଛି ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ସ୍ଥାନୀୟ ଲାଂଥ ନଦୀ କୂଳରେ ଥିବା ଶବ ଶ୍ମଶାନ ଗୃହରେ ଚୂନ ବୋଲି ୧ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷ ତଳେ ବିଧାୟକ ପାଣ୍ଠିରୁ ଲାଂଥ ନଦୀ କୂଳରେ ଉକ୍ତ ଶ୍ମଶାନ ଗୃହ ନିର୍ମାଣ କାର୍ୟ୍ୟ
Read More...

ଗଜଲ୍‌ : ସହି ହେବା କାଏଁ କହ

ଦୁର୍ଗାମାଧବ ପଣ୍ଡା ଯାହାର୍‌ ଦିହେଁ କାହାର୍‌ ଛାଏଁ ପଡ଼ିଗଲେମତେ ବାଧୁଥିଲା ଯହସେ ଯଦି ଯିବା ଜୁଲି ହେଇ କାହାର୍‌ସହି ହେବା କାଏଁ କହ ।୧। ଯାହାର୍‌ ମୁହୁଁ ଦେଖି ବେଲ୍‌ ଉଦୁଥିଲାରାଏତ୍‌ ଯାଉଥିଲା ସରିସେ ଯଦି କେଭେ ମୁହୁଁ ମୁରିନେବାସହି ହେବା କାଏଁ କହ ।୨। ଯେ କହୁଥିଲା ଆଏଁଖ୍‌
Read More...

ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ମାତାଙ୍କ ମହାନ୍ ସାଧକ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ବିପ୍ଲବୀ ବୀର ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ଆଜି ୨୦୦ତମ ଜୟନ୍ତୀ। ତ୍ୟାଗ ଓ ସମର୍ପଣର ଚରମ ପରାକାଷ୍ଠା ପ୍ରଦର୍ଶନ କରିଥିବା ଏହି ମହାନ୍ ଦେଶଭକ୍ତଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକ
Read More...

ପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପାର୍କ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇ
Read More...