Daily Archives

ଚାରି ଅନାଥ ଶିଶୁର ଥଇଥାନ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ବରଗଡ, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ଚକରକେନ୍ଦ ନିକଟର ଝାଙ୍କରପାଳି ଗାଁରେ ନିଜର ବୁଢ଼ୀ ଆଈଙ୍କ ପାଖରେ ରୁହନ୍ତି ଚାରି ଅନାଥ ଅସହାୟ ଶିଶୁ । ସେମାନେ ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ସୂଚନା
Read More...

ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ କୁହିମୁଣ୍ଡା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁହିମୁଣ୍ଡା ଗ୍ରାମରେ ଦୁର୍ଗମ ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଭାରତ ସ୍ଵାଧୀନ ହେବାର ୭୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଗ୍ରାମକୁ ରାସ୍ତା ଖଣ୍ଡେ ହୋଇପାରିନି ।
Read More...

ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ବୈଠକ : ବିଜେଡି ସମର୍ଥନରେ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ହେଲା ନିଷ୍ପତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ୍ ଶାଖା ପକ୍ଷରୁ ଦେଓଗାଁ ବ୍ଲକ ସିଂହାମୁଣ୍ଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୁଡ଼ାମିର୍ଧା ଜାତିର ଜିଲ୍ଲା ସମ୍ପାଦକ
Read More...

ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି । ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ସୁବର୍ଣ୍ଣପୁର ଜିଲ୍ଲା ଅଏଁଲାଛାଟର ଫରେଷ୍ଟର ଗୋଦାମ ଠାରେ ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଏଥିରେ ଅନୁଷ୍ଠାନକୁ ଆହୁରି ଆଗକୁ ନେବା ପାଇଁ ନୂଆ ନୂଆ ସଂଗ୍ରାମୀ ଭାଇ ମାନଙ୍କୁ ଦାୟିତ୍ଵମାନେ ପ୍ରଦାନ
Read More...

ସୁପ୍ରିମ୍‌କୋଟରେ ମଧ୍ୟ କରୋନା ଘନଉଛି

ନୂଆଦିଲ୍ଲୀ : ସୁପ୍ରିମ୍‌କୋଟରେ କରୋନା ଆତଙ୍କ ଖେଲାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁପ୍ରିମ୍‌କୋଟର ୧୦ ଜଣ ବିଚାରପତିଙ୍କ ସହ ଶତକଡା ୩୦ ଭାଗ କର୍ମଚାରୀଙ୍କ ରିର୍ପୋଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହି ସଂକ୍ରମଣ କୋଟର କାମ ଉପରେ ପ୍ରଭାବ ପକାଇଛି । ଯେଉଁ କର୍ମଚାରୀଙ୍କ
Read More...

ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କୁ ଭେଟିଲେ ଜିଲ୍ଲାପାଳ : ପଚାରି ବୁଝିଲେ ସୁବିଧା ଅସୁବିଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ସମ୍ମୁଖସ୍ଥ ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କ କଲୋନୀକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଚଂଚଳ ରାଣା ପହଂଚି ବିସ୍ଥାପିତଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଜିଲ୍ଲାପାଳଙ୍କ ଏହି
Read More...

ଦେଶରେ କରୋନାର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଂଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ କରୋନା ଭୂତାଣୁର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହି ସମୟରେ କରୋନା ସଂକ୍ରମଣ ହେତୁ ୪୪୧ ଜଣଙ୍କର ମୃତ୍ୟୁ ଘଟିଛି
Read More...

ବିଶିଷ୍ଟ ସମାଜ ସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ଠାରେ ବିଶିଷ୍ଟ ସମାଜ ସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ପ୍ରଥମେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Read More...