Daily Archives

ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ନେଇ ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁକିଲେ ଆଦିବାସୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକର ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ମାରିଛନ୍ତି ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଆଦି ପଦବୀ ଗୁଡିକରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରାଯାଇ ନଥିବାରୁ ଆଦିବାସୀ
Read More...

ଅବସରପ୍ରାପ୍ତ ଏଆର୍‌ସିଏସ୍‌ ପଡିଲେ ଭିଜିଲାନ୍ସ ଜାଲରେ

ବ୍ରହ୍ମଗିରି : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଏଆର୍‌ସିଏସ୍‌ ପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଏଆର୍‌ସିଏସ୍‌ ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣାପଡିଛି ।
Read More...

ଜିଲ୍ଲା ପରିଷଦ ଜୋନ ସଂରକ୍ଷଣ ବଦଳିଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପୂର୍ବ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକାକୁ ସଂଶୋଧନ କରି ନୂଆ ତାଲିକା ପ୍ରକାଶ ପାଇଛି । ରାଜନୈତିକ ସମୀକରଣ ବଦଳି ଯାଇଛି । ଆଗଲପୁର(ଡୁଡୁକା) ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ଥିବାବେଳେ ସେଥିରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୂର୍ବରୁ ୧ନଂ ଜୋନ
Read More...

ଗତ ୨୪ ଘଂଟାରେ ୮୭୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୯୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୨୪୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୯୬ ଜଣ
Read More...

ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜର ଚୋରା ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଏହାର ଭୌଗୋଳିକ ସ୍ଥିତିକୁ ନେଇ ଲଘୁ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଟାଙ୍ଗୀ, ନିକଟବର୍ତ୍ତୀ ଅଞ୍ଚଳ ମୋରମ, ମାଙ୍କଡା ପଥର ଏବଂ ବ୍ଲାକ ମେଟାଲ ଷ୍ଟୋନରେ ସମୃଦ୍ଧ ଥିବାବେଳେ ଭୁବନେଶ୍ଵର ଏବଂ ଏହାର
Read More...

ଜାଗ୍ରତ ହୁଅ ହେ ଆଧୁନିକ ଯୁବ ଶକ୍ତି

ନିକୁଞ୍ଜ ବିହାରୀ ପଣ୍ଡା "ଉଠ ଜାଗ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ କର୍ମ କ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ" । ଯେତେବେଳେ ସାରା ବିଶ୍ୱରେ ଯୁବକ ମାନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି, ସେହି ପରିପ୍ରେକ୍ଷୀରେ ଭାରତକୁ ବାଦ ଦେଇ ଯୁବକ ମାନଙ୍କ ପରିକଳ୍ପନା କରିବା ଧର୍ମକୁ ଆଖିଠାର
Read More...

ହୁସିଆର୍‌ : ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୧୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏଭଳି ସଂକ୍ରମିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ରହିବା ପାଇଁ ଜିଲ୍ଲାପାଳ ଚଂଚଳ ରାଣା ଭିଡିଓ ବାର୍ତ୍ତା
Read More...

ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ଚକରା ବିଷୋୟୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ । ଜନ୍ମମାଟିର ସୁରକ୍ଷା ପାଇଁ ଚକରା ବିଷୋୟୀଙ୍କ ତ୍ୟାଗ, ଦେଶଭକ୍ତି, ସଂଘର୍ଷ,
Read More...

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (PIL filed in High Court to postpone panchayat election ) ରୁଜୁ କରାଯାଇଛି । ବିଶେଷ କରି କୋରୋନା ମହାମାରୀ ସଂକ୍ରମଣ
Read More...

ଭଲିବଲ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠାନିକ ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ଭଲିବଲ ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଭାବେ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଆନୁଷ୍ଠାନିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ବିଜେପି ସଦସ୍ୟ ପ୍ରଶାନ୍ତ କୁମାର କର ମୁଖ୍ୟ
Read More...