Daily Archives

ଦୁଇ ସପ୍ତାହ ହେଲା ବୃଦ୍ଧା ନିଖୋଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଜୈନେକ ବୃଦ୍ଧା ନିଖୋଜ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ହେଲେ ମହାଲକ୍ଷ୍ମୀ ବେହେରା(୭୦) । ସେ ବାର୍ଦ୍ଧକ୍ୟତା ଯୋଗୁଁ ସିଧା ହୋଇ ଛିଡା ହୋଇ ପାରୁନଥିବା ବେଳେ ଚାଲିବା ସମୟରେ
Read More...

ଗଞ୍ଜାମ ସହରରେ ଭେଣ୍ଡିଂଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ସରସ ସୁନ୍ଦର କରି ଗଢି ତୋଳିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସହରର ପୁରାତନ ୫ ନମ୍ବର ଜାତୀୟ ରାଜପଥରେ ଭେଣ୍ଡିଙ୍ଗ ଜୋନ ପ୍ରକ୍ରିୟା ଆରମ୍ଭ ହୋଇଛି ।ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଲମ୍ବ ଡ଼ିଆଁ ମାରିଛି : ଗତ ୨୪ଘଣ୍ଟାରେ ୧୯୦ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଲମ୍ବ ଡ଼ିଆଁ ମାରିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ପହଂଚିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି
Read More...

ଗତ ୨୪ ଘଂଟାରେ ୭୦୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୦୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୨୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ ଜଣ
Read More...

ମାନବିକତା ଦେଖାଇ ଏଟିଏମ୍‌ରୁ ବାହାରିଥିବା ଟଙ୍କା ଫେରାଇଲେ ଯୁବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାରରେ ରହିଥିବା କାନାଡା ବ୍ୟାଙ୍କ ଏଟିଏମ୍ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଭିକାରି ସାହୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଟଙ୍କା ଉଠାଇବାକୁ ଗଲାବେଳେ ପୂର୍ବରୁ ୫୦୦ ଟଙ୍କିଆ ଚାରୋଟି
Read More...

ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ
Read More...

ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କଲା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା
Read More...

ଚେତିଲା ପ୍ରଶାସନ : ଧାନକିଣା ଦୁର୍ନୀତିର ତଦନ୍ତ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚେତିଛି ପ୍ରଶାସନ । ଧାନକିଣା ଦୁର୍ନୀତି ଆରମ୍ଭ ହୋଇଛି ତଦନ୍ତ । ପେକ୍ସ ସମ୍ପାଦକ ଓ ମିଲର୍ସଙ୍କ କଳା କାରନାମା ଉପରେ ଛାନଭିନ୍‌ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି
Read More...

ମାସକ ପରେ ଦୁର୍ଘଟଣା ଘଟାଇଥିବା ଯୁବକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ବାଲିହୁଂକା ଗ୍ରାମର ପଶ୍ଚିମ ପାର୍ଶ୍ଵରେ ପ୍ରବାହିତ ଦୟା ନଦୀ ବନ୍ଧରେ ଚାଲି ଯାଉଥିବା ବାଲିହୁଂକା ଗ୍ରାମର ଝିଅ ଓ ବସନ୍ତପୁର ଗ୍ରାମର ବୋହୁ ବିନୋଦିନୀ ରାଉତରାୟ (୪୫)ଙ୍କୁ କଣାସ ପଟୁ ଆସୁଥିବା ଏକ ସ୍କୁଟି ୧୦ ଡିସେମ୍ବର ୨୦୨୧ରେ
Read More...

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଖରିଆରର ଅନୁଭବ ଏବଂ ଉଦ୍ୟାନବନ୍ଦ୍‌ର ପିଙ୍କୁ ଓ ତାଙ୍କ ସହଯୋଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି
Read More...