Browsing Tag

deogaon news

କୁଚିଆ ମଦ ବିକ୍ରି ବନ୍ଦ ଦାବୀରେ ଥାନା ଘେରିଲେ ମହିଳା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁରେ ତୁରନ୍ତ କୁଚିଆ ମଦ ବିକ୍ରି ବନ୍ଦ କରିବା ଦାବୀରେ ମହିଳାମାନେ ସୋମବାର ଥାନା ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ସାରସବାହାଲ ଗାଁରେ ବେଆଇନ ଭାବେ ମଦ କାରବାର ହେଉଛି । ଏଥିଯୋଗୁଁ ଅସନ୍ତୋଷ ବଢୁଛି । ଗାଁର
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀରେ ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ପଞ୍ଚାୟତର ଶାନ୍ତମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀ ନେଇ ସୋମବାର ଦିନ ସ୍କୁଲ ଗେଟରେ ତାଲା ଦେବା ସହ ଧାରଣାରେ ବସିଛନ୍ତି ଗାଁ ଲୋକେ । ଏହି ତାଲା ବନ୍ଦ ଆନ୍ଦୋଳନକୁ ସମର୍ଥନ କରି
Read More...

ଭୀମ ପାହାଡ଼ରେ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଓ କଂସ ଦରବାର ଉଦ୍‌ଯାପିତ

ଭୀମକଟାରେ ହେଲା ରାଧାକୃଷ୍ଣଙ୍କ ନାବକେଲି, ଶେଷ ସନ୍ଧ୍ୟାରେ କଂସ ବଧ ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୩ତାରିଖ ଠାରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀର ଭୀମ ପାହାଡ଼ରେ ଆରମ୍ଭ ହୋଇଥିବା ୧୭ତମ ଗିରି ଗୋବର୍ଦ୍ଧନ ପୂଜା, କଂସ ଦରବାର ଓ ଚବିଶ ପ୍ରହରୀ
Read More...

ପୁଲିସର ନିସ୍ତୁକ ମାଡ଼ରେ ଗୁରୁତର ଯୁବକ ଏସ୍‌ପିଙ୍କ ଦ୍ୱାରସ୍ଥ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିରେ ସୁରେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିକୁ ଡାକି ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ
Read More...

ସାଲେପାଲିରେ ଗିରି ଗୋବର୍ଦ୍ଧନ ପୂଜା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ୩୮ତମ ଗିରି ଗୋବର୍ଦ୍ଧନ ପୂଜା ବୁଧବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ଉତ୍ସବରେ ଯଜ୍ଞକର୍ତ୍ତା ଭାବେ କନିୟରଲାଲ ସାମଲ ଓ ତାଙ୍କ ଧର୍ମପତ୍ନୀ ଆଲ୍ଡାଦିନି ସାମଲ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ କାର୍ତ୍ତିକ ଷଡ଼ଙ୍ଗୀ
Read More...

ଭୀମପାହାଡରେ ଗିରି ଗୋବର୍ଦ୍ଧନ ପୂଜା ୨୫ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ୨୫ ତାରିଖରୁ ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଭୀମପାହାଡ ପର୍ଯ୍ୟଟନସ୍ଥଳରେ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଅନ୍ତର୍ଗତ ଥାଳବନ୍ଧ, ରୁଗୁଡିପାଲି, ବନ୍ଧପାଲି, ଭୀମଡୁଙ୍ଗୁରି, କୁଅଁରପଡା, କୁନ୍ଦେଇପଡା, ମିର୍ଦ୍ଧାପଡା
Read More...

କୁଡ଼ାସିଂହାରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଟି.ଆର. ନୋଡାଲ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉମାକାନ୍ତ ଝାଙ୍କର ମୁଖ୍ୟ ଅତିଥି ଓ ସ୍ଥାନୀୟ ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ ମିଶ୍ର, ସିଆରସିସି
Read More...

ଦେଓଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ

ସହର ଭିତରୁ ଆଣି ଛାଡ଼ି ଦିଆଯାଉଛି ଦେଓଗାଁ ଅଞ୍ଚଳରେ : ସାଧାରଣରେ ଅଭିଯୋଗ ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ହେଲା ମାତ୍ର ଅଳ୍ପ ଦିନ ବ୍ୟବଧାନରେ ବଲାଙ୍ଗିର ସହରର କୁକୁରଙ୍କୁ ଗାଡ଼ିରେ
Read More...

ଦେଓଗାଁ ବ୍ଲକରେ ୧୪ଟି କ୍ଲ‌ଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୧୮ ତାରିଖରୁ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୫ କ୍ଲ‌ଷ୍ଟର ଯଥା ଦେଓଗାଁ, ରାମଚନ୍ଦ୍ରପୁର, ବ୍ରାହ୍ମଣୀଜୋର, ବନ୍ଧପଡ଼ା, ରତନପୁର, କୁତୁର୍ଲା, ଡଙ୍ଗରପଡ଼ା, ଜରାସିଂହା, ଉପରଝର, ବଗଡ଼ା, ଗୌଡ଼ଗୋଠ, ଅର୍ଜୁନପୁର, ଭାଳୁକୁନ୍ଦ, ବଡ଼ବନ୍ଧ ଓ
Read More...

କୁଡ଼ାସିଂହା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ହାଇସ୍କୁଲମାନଙ୍କରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ଯାଇ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ପର୍ଶୁରାମ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଧନ୍ଦାମୂଳକ କୃଷି ଶିକ୍ଷକ ତପନ ପ୍ରଧାନଙ୍କ ପ୍ରତ୍ୟକ୍ଷ
Read More...