Browsing Tag

bramhapur news

ସରସ୍ୱତୀ ବେଶରେ ମା’ ତାରାତାରିଣୀ

ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମା’ଙ୍କ ଦର୍ଶନ ଲାଭକରି ଖୁସିବ୍ୟକ୍ତ କରିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଘରର ଇଷ୍ଟଦେବୀ ଭାବେ ମା' ତାରାତାରିଣୀ ପୂଜା ପାଇଥାନ୍ତି । ତେବେ ଦେବୀ ଭଗବତୀ ମା’ ତାରାତାରିଣୀଙ୍କ
Read More...

ଛତ୍ରପୁରଠାରେ ରାଜଯୋଗିନୀ ଦାଦି ଜାନକୀଙ୍କର ତୃତୀୟ ସ୍ମୃତି ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ସେବାକେନ୍ଦ୍ର ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ସଂସ୍ଥାନର ପୂର୍ବତ୍ତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ଆଦରଣୀୟ ରାଜଯୋଗିନୀ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା କାର୍ଯ୍ୟାକ୍ରମରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକାର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

‘ଧ୍ୱନି’ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଛତ୍ରପୁର ଟିମ୍ ଦ୍ୱାରା ଆୟୋଜିତ ‘ଦି- ଡାର୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ସଭା ଗୃହରେ ଫିକି ଓମେନ ଏମ୍-ପାୱାର, ଜି-୨୦, ଟାଟା ମାଇନିଂ ଏବଂ ଆଇନା ପକ୍ଷରୁ ଆୟୋଜିତ ଦିବ୍ୟାଙ୍ଗ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଫ୍ଲୋ-ଧ୍ଵନିରେ ଛତ୍ରପୁରର
Read More...

ମୁଖ୍ୟମନ୍ତ୍ରୀଙ୍କ ନିଆରାପୂର୍ଣ୍ଣ ଦିନିକିଆ ଗଞ୍ଜାମ ଗସ୍ତ ଶେଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ ଶେଷ ହୋଇଛି । ପ୍ରଥମେ ଗଞ୍ଜାମ ଜିଲ୍ଲାର କବିସୂର୍ୟ୍ୟନଗର ଓ ହିଞ୍ଜିଳି ଗସ୍ତରେ ଯାଇ ସେଠାକାର ବିଶାଳ ସମାବେଶରେ ଯୋଗଦେଇ ନବୀନ ବିଭିନ୍ନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନ କରି ସଭାମଞ୍ଚରେ ଅଭିଭାଷଣ
Read More...

ଘୁମୁସର ଜିଲ୍ଲା ଗଠନ ଦାବୀକୁ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସମର୍ଥନ

୨୭ ତାରିଖ ଭଞ୍ଜନଗର ବନ୍ଦ ଡ଼ାକରାକୁ ସଫଳ ପାଇଁ ନିବେଦନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ଦଶନ୍ଧି ଧରି ୧୯୯୨ ମସିହାରେ ରାଜ୍ୟର ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜ ଜନ୍ମସ୍ଥାନକୁ ଜିଲ୍ଲା ଗଠନ
Read More...

ଛତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାରଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ପ୍ରମୋଦ କୁମାର ପୁରୋହିତ, ସାଧାରଣ ସମ୍ପାଦକ ଏଲ.ଗୋପାଳ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନିମନ୍ତେ ୨୦ ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭବ୍ୟସମାବେଶର ଆୟୋଜନ ହୋଇଅଛି । ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବିଧ ପ୍ରକଳ୍ପର ଶିଳାନ୍ୟାସ,
Read More...

ଛତ୍ରପୁର ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶାରୀରିକ ପରୀକ୍ଷା (ଦୌଡ଼ ପ୍ରତିଯୋଗିତା) ଚାଲିଥିବା ବେଳେ ଅଚେତ ହୋଇପଡ଼ିଥିଲେ ଜଣେ ଯୁବକ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା
Read More...

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଛତ୍ରପୁରର ଟିବି ଚାମ୍ପିୟନ ମୁନା ବେହେରା ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବ୍ରହ୍ମପୁରଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ
Read More...